‘ଦଙ୍ଗଲ’ର ସଫଳତାରେ ଭାବବିହ୍ୱଳ ଅମୀର

ମୁମ୍ବାଇ: ଡିସେମ୍ବର ୨୦୧୬ରେ ରିଲିଜ ହୋଇଥିବା ‘ଦଙ୍ଗଲ’ ଭଲ ବ୍ୟବସାୟ କରିବା ବୋଲି ସମସ୍ତଙ୍କ ଆଶା ରହିଥିଲା। ତେବେ ରେସଲର ଦୁଇ ଭଉଣୀଙ୍କ ଉପରେ ତିଆରି ହୋଇଥିବା ଏହି ଫିଲ୍ମ ଆଶାଠାରୁ ଅଧିକ ରେକର୍ଡ କରି ସମସ୍ତଙ୍କୁ ଚକିତ କରିଦେଇଛି। ଫିଲ୍ମର ଆଶ୍ଚର୍ଯ୍ୟଜନକ ସଫଳତାକୁ ନିଜେ ଅମୀର ମଧ୍ୟ ବିଶ୍ୱାସ କରିପାରୁ ନାହାନ୍ତି। ଦର୍ଶକଙ୍କ ଭଲ ପାଇବା ଏବଂ ସମ୍ମାନରେ ଭାବବିହ୍ୱଳ ହୋଇ ସମସ୍ତଙ୍କୁ ଧନ୍ୟବାଦ କହିବା ସହ ଫିଲ୍ମର ନିର୍ଦ୍ଦେଶକଙ୍କୁ ତାଙ୍କର ସଫଳ ନିର୍ଦ୍ଦେଶନା ପାଇଁ […]

aamir

Rakesh Mallick
  • Published: Wednesday, 11 January 2017
  • , Updated: 12 January 2017, 07:24 AM IST

ମୁମ୍ବାଇ: ଡିସେମ୍ବର ୨୦୧୬ରେ ରିଲିଜ ହୋଇଥିବା ‘ଦଙ୍ଗଲ’ ଭଲ ବ୍ୟବସାୟ କରିବା ବୋଲି ସମସ୍ତଙ୍କ ଆଶା ରହିଥିଲା। ତେବେ ରେସଲର ଦୁଇ ଭଉଣୀଙ୍କ ଉପରେ ତିଆରି ହୋଇଥିବା ଏହି ଫିଲ୍ମ ଆଶାଠାରୁ ଅଧିକ ରେକର୍ଡ କରି ସମସ୍ତଙ୍କୁ ଚକିତ କରିଦେଇଛି।

ଫିଲ୍ମର ଆଶ୍ଚର୍ଯ୍ୟଜନକ ସଫଳତାକୁ ନିଜେ ଅମୀର ମଧ୍ୟ ବିଶ୍ୱାସ କରିପାରୁ ନାହାନ୍ତି। ଦର୍ଶକଙ୍କ ଭଲ ପାଇବା ଏବଂ ସମ୍ମାନରେ ଭାବବିହ୍ୱଳ ହୋଇ ସମସ୍ତଙ୍କୁ ଧନ୍ୟବାଦ କହିବା ସହ ଫିଲ୍ମର ନିର୍ଦ୍ଦେଶକଙ୍କୁ ତାଙ୍କର ସଫଳ ନିର୍ଦ୍ଦେଶନା ପାଇଁ ଟ୍ୱିଟର ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି।

Related story