‘ଦଙ୍ଗଲ’ର ନୂଆପୋଷ୍ଟରରେ ନିଜ ଝିଅମାନଙ୍କ ସହ ଆମିର

ମୁମ୍ବାଇ : ଆମିର ଖାଁଙ୍କ ଆଗାମୀ ଫିଲ୍ମ ‘ଦଙ୍ଗଲ’ର ନୂଆ ପୋଷ୍ଟର ଆଜି ରିଲିଜ୍ ହୋଇଛି। ଟ୍ୱିଟରରେ ଏହି ପୋଷ୍ଟରକୁ ଆମିର ଖାଁ ପୋଷ୍ଟ କରିଛନ୍ତି। ପିଲ୍ମର ଏହି ପୋଷ୍ଟରେ ଆମିର ନିଜ ଝିଅମାନଙ୍କ ସହ ପିତା ଭୂମିକାରେ ନଜର ଆସିଛନ୍ତି। ପୋଷ୍ଟରରେ ଆମିର ଏବଂ ତାଙ୍କ ଝିଅମାନଙ୍କ ଲୁକ୍ ନିଶ୍ଚିତ ଭାବରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବ। ତାହାଠାରୁ ବି ମଜାଦାର ହୋଇଛି ପୋଷ୍ଟରର ପଞ୍ଚଲାଇନ୍। ଯେଉଁଥିରେ ଲେଖା ହୋଇଛି,“ମ୍ୟାରୀ ଛୋରିୟାଁ ଛୋରୋଁ ସେ କମ ହୈ କେ […]

amir

amir

Rakesh Mallick
  • Published: Monday, 04 July 2016
  • Updated: 04 July 2016, 07:51 PM IST

ମୁମ୍ବାଇ : ଆମିର ଖାଁଙ୍କ ଆଗାମୀ ଫିଲ୍ମ ‘ଦଙ୍ଗଲ’ର ନୂଆ ପୋଷ୍ଟର ଆଜି ରିଲିଜ୍ ହୋଇଛି। ଟ୍ୱିଟରରେ ଏହି ପୋଷ୍ଟରକୁ ଆମିର ଖାଁ ପୋଷ୍ଟ କରିଛନ୍ତି। ପିଲ୍ମର ଏହି ପୋଷ୍ଟରେ ଆମିର ନିଜ ଝିଅମାନଙ୍କ ସହ ପିତା ଭୂମିକାରେ ନଜର ଆସିଛନ୍ତି। ପୋଷ୍ଟରରେ ଆମିର ଏବଂ ତାଙ୍କ ଝିଅମାନଙ୍କ ଲୁକ୍ ନିଶ୍ଚିତ ଭାବରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବ। ତାହାଠାରୁ ବି ମଜାଦାର ହୋଇଛି ପୋଷ୍ଟରର ପଞ୍ଚଲାଇନ୍।

ଯେଉଁଥିରେ ଲେଖା ହୋଇଛି,“ମ୍ୟାରୀ ଛୋରିୟାଁ ଛୋରୋଁ ସେ କମ ହୈ କେ ?”

[embed]https://twitter.com/aamir_khan/status/749869132636651520[/embed]

ଏହାର ଅର୍ଥ ହରିୟାଣାର ପହିଲମାନ୍ ମହାବୀର ଫୋଗଟର ଭୂମିକାରେ ଅଭିନୟ କରୁଥିବା ଆମିର ଖାଁ କହୁଛନ୍ତି ଯେ ତାଙ୍କ ଝିଅମାନେ ପୁଅମାନଙ୍କ ଠାରୁ କମ ନୁହଁନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story