ଏକାଠି ଅଭିନୟ କରିବେ ସଲମାନ ଶାହାରୁଖ ଓ ଆମୀର!

ମୁମ୍ବାଇ: ବଲିଉଡର ତିନି ଖାନ ସଲମାନ, ଶାହାରୁଖ ଓ ଆମୀର ଏବେ ନିଜ ନିଜ ଫିଲ୍ମକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି। ଆମୀର ତାଙ୍କର ଆଗାମୀ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ଓ ‘ସିକ୍ରେଟ ସୁପରଷ୍ଟାର’ରେ ବ୍ୟସ୍ତ ଅଛନ୍ତି। କିଙ୍ଗଖାନ୍ ଶାହାରୁଖ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରୟଙ୍କ ଫିଲ୍ମରେ ବ୍ୟସ୍ତ ଅଛନ୍ତି। ସୁଲତାନ ସଲମାନ ତାଙ୍କର ଆଗାମୀ ଫିଲ୍ମ ‘ଟାଇଗର ଜିନ୍ଦା ହେ’ରେ ବ୍ୟସ୍ତ ଅଛନ୍ତି। ୨୫ ବର୍ଷ ହେଲାଣି ଏମାନେ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ସତ୍ତ୍ୱେ […]

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 02:44 PM IST

ମୁମ୍ବାଇ: ବଲିଉଡର ତିନି ଖାନ ସଲମାନ, ଶାହାରୁଖ ଓ ଆମୀର ଏବେ ନିଜ ନିଜ ଫିଲ୍ମକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି। ଆମୀର ତାଙ୍କର ଆଗାମୀ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ଓ ‘ସିକ୍ରେଟ ସୁପରଷ୍ଟାର’ରେ ବ୍ୟସ୍ତ ଅଛନ୍ତି। କିଙ୍ଗଖାନ୍ ଶାହାରୁଖ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରୟଙ୍କ ଫିଲ୍ମରେ ବ୍ୟସ୍ତ ଅଛନ୍ତି। ସୁଲତାନ ସଲମାନ ତାଙ୍କର ଆଗାମୀ ଫିଲ୍ମ ‘ଟାଇଗର ଜିନ୍ଦା ହେ’ରେ ବ୍ୟସ୍ତ ଅଛନ୍ତି। ୨୫ ବର୍ଷ ହେଲାଣି ଏମାନେ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ସତ୍ତ୍ୱେ ଏମାନଙ୍କ କ୍ରେଜ୍ ଆଦୌ କମି ନାହିଁ।

ତେବେ ଏହି ତିନି ଜଣ ଷ୍ଟାର ଏପର୍ଯ୍ୟନ୍ତ ଏକାଠି କୌଣସି ଫିଲ୍ମରେ ନଜର ଆସି ନାହାନ୍ତି। କିନ୍ତୁ ଚର୍ଚ୍ଚା ହେଉଛି ଯେ ଆଗକୁ ତିନି ଜଣ ଯାକ ଏକାଠି ନଜର ଆସିବେ।  ନିକଟରେ ଆମୀର କହିଥିଲେ ଯେ ସଲମାନ ଓ ଶାହାରୁଖଙ୍କ ସହ ଫିଲ୍ମ କରିବାରେ ତାଙ୍କର କୌଣସି ଅସୁବିଧା ନାହିଁ, କେବଳ ସ୍କ୍ରିପ୍ଟ ଭଲ ହେବା ଦରକାର। ଶାହାରୁଖ ମଧ୍ୟ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ଆମୀର ଓ ସଲାମାନଙ୍କ ସହ କାମ କରିବାରେ ତାଙ୍କର କୌଣସି ସମସ୍ୟା ନାହିଁ। ଏହା ବୋଧେ ତିନି ଖାନ ମିଳିତ ଭାବେ ଗୋଟିଏ ଫିଲ୍ମରେ କାମ କରିବାର ପୂର୍ବାଭାସ!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story