‘ଆଶିକୀ-୩’ରେ ଆଲିଆ-ସିଦ୍ଧାର୍ଥ ଯୋଡ଼ି

ମୁମ୍ବାଇ: ମ୍ୟୁଜିକାଲ ଲଭ୍‌ଷ୍ଟୋରୀ ‘ଆଶିକୀ’ ଓ ‘ଆଶିକୀ-୨’ର ସଫଳତା ପରେ ଖୁବଶୀଘ୍ର ଆସୁଛି ‘ଆଶିକୀ-୩’। ଏଥିରେ ନଜର ଆସିବେ ବଲିଉଡର ଲଭବାର୍ଡ କୁହାଯାଉଥିବା ଆଲିଆ ଓ ସିଦ୍ଧାର୍ଥ। ଏହି ଫିଲ୍ମରେ ପୁଣି ଦେଖିବାକୁ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ର ଷ୍ଟାରଙ୍କ ଲଭ୍‌। ଏନେଇ ସିଦ୍ଧାର୍ଥ କହିଛନ୍ତି,“ ମୁଁ ଏବଂ ଆଲିଆ ଆଶିକୀ-୩ ରେ ଏକାଠି କାର୍ଯ୍ୟ କରିବାକୁ ଯାଉଛୁ। ପୂର୍ବ ଫିଲ୍ମରେ ଦର୍ଶକ ଯାହା ଆଶା କରୁଥିଲେ ତାହା ହିଁ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଆଶା […]

alia-sid

alia-sid

Rakesh Mallick
  • Published: Wednesday, 25 May 2016
  • Updated: 26 May 2016, 05:03 AM IST

Sports

Latest News

ମୁମ୍ବାଇ: ମ୍ୟୁଜିକାଲ ଲଭ୍‌ଷ୍ଟୋରୀ ‘ଆଶିକୀ’ ଓ ‘ଆଶିକୀ-୨’ର ସଫଳତା ପରେ ଖୁବଶୀଘ୍ର ଆସୁଛି ‘ଆଶିକୀ-୩’। ଏଥିରେ ନଜର ଆସିବେ ବଲିଉଡର ଲଭବାର୍ଡ କୁହାଯାଉଥିବା ଆଲିଆ ଓ ସିଦ୍ଧାର୍ଥ। ଏହି ଫିଲ୍ମରେ ପୁଣି ଦେଖିବାକୁ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ର ଷ୍ଟାରଙ୍କ ଲଭ୍‌।

ଏନେଇ ସିଦ୍ଧାର୍ଥ କହିଛନ୍ତି,“ ମୁଁ ଏବଂ ଆଲିଆ ଆଶିକୀ-୩ ରେ ଏକାଠି କାର୍ଯ୍ୟ କରିବାକୁ ଯାଉଛୁ। ପୂର୍ବ ଫିଲ୍ମରେ ଦର୍ଶକ ଯାହା ଆଶା କରୁଥିଲେ ତାହା ହିଁ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଆଶା କରୁଛୁ ଦର୍ଶକେ ଆମକୁ ପସନ୍ଦ କରିବେ।”

ସୂଚନାଯୋଗ୍ୟ, ଆଶିକୀରେ ରାହୁଲ ରାୟ ଓ ଅନୁ ଅଗ୍ରୱାଲଙ୍କୁ ଓ ଆଶିକୀ-୨ରେ ଶ୍ରଦ୍ଧା କପୁର ଓ ଆଦିତ୍ୟ ରାୟ କପୁରଙ୍କୁ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos