ଆଇସିୟୁରେ ବିଜୟ ମହାନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ଅଛନ୍ତି। ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତାଙ୍କ ଅଭିନେତ୍ରୀ ପତ୍ନୀ ତନ୍ଦ୍ରା ରାୟ ସୂଚନ ଦେଇଛନ୍ତି। ସେ କହିଛନ୍ତି, କାଲି ମେଡିକାଲ୍‌ ଚେକ୍ ପାଇଁ ଆସିଥିବା ବେଳେ ହୃଦଘାତ ହୋଇଥିଲା। କାଲିଠାରୁ ଆଇସିୟୁରେ ଅଛନ୍ତି। ଆଜି ଅବସ୍ଥା ଟିକେ ଭଲ ଅଛି। ତନ୍ଦ୍ରାଙ୍କ ପୂର୍ବରୁ ସିନେ କଳାକାର ସଂଘ ସାଧାରଣ ସଂପାଦକ ଶ୍ରୀତମ ଦାସ […]

bijay

bijay

Jitendra Garnayak
  • Published: Wednesday, 27 May 2020
  • Updated: 28 May 2020, 12:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ଅଛନ୍ତି। ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତାଙ୍କ ଅଭିନେତ୍ରୀ ପତ୍ନୀ ତନ୍ଦ୍ରା ରାୟ ସୂଚନ ଦେଇଛନ୍ତି। ସେ କହିଛନ୍ତି, କାଲି ମେଡିକାଲ୍‌ ଚେକ୍ ପାଇଁ ଆସିଥିବା ବେଳେ ହୃଦଘାତ ହୋଇଥିଲା। କାଲିଠାରୁ ଆଇସିୟୁରେ ଅଛନ୍ତି। ଆଜି ଅବସ୍ଥା ଟିକେ ଭଲ ଅଛି।

ତନ୍ଦ୍ରାଙ୍କ ପୂର୍ବରୁ ସିନେ କଳାକାର ସଂଘ ସାଧାରଣ ସଂପାଦକ ଶ୍ରୀତମ ଦାସ ମଧ୍ୟ ବିଜୟ ମହାନ୍ତି ଅସୁସ୍ଥ ଥିବା ନେଇ ସୂଚନା ଦେଇଥିଲେ। ସେ କହିଥିଲେ,  ତିନି ଚାରି ମାସ ହେଲାଣି ବିଜୟ ମହାନ୍ତିଙ୍କର ଡାଇବେଟିସ୍‌ ଜନିତ ସସମ୍ୟା ବାହାରିଥିଲା। କିଛି ଦିନ ହେବ ହାଇଦ୍ରାବାଦରେ ଝିଅ ପାଖରେ ଥିବା ବେଳେ ତାଙ୍କର ଏକ ଛୋଟ ଅପରେସନ୍‌ ହୋଇଥିଲା। ସେଥିରୁ ଧୀରେ ଧୀରେ ସୁସ୍ଥ ହୋଇ ଆସୁଥିବା ବେଳେ ପୁଣି ଅସୁସ୍ଥ ହୋଇପଡ଼ିଥିଲେ। ପରୀକ୍ଷା ପରେ ସେ ହୃଦଘାତର ଶିକାର ହୋଇଥିବା ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ବିଜୟ ମହାନ୍ତି ୧୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ବିଭିନ୍ନ ପ୍ରକାରର ଚରିତ୍ରରେ ସେ ଅଭିନୟ କରି ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଛନ୍ତି। ସେ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର‘ ମଧ୍ୟ ପାଇଛନ୍ତି। ୨୦୧୪ରେ ସେ କଂଗ୍ରେସରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ତେବେ ହାରି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story