ପୋଷ୍ଟ୍ ପଢ଼ି ମୋଡ୍‌ଙ୍କ ମୁଡ୍‌ ଖରାପ; ବେଲ୍ଲାଙ୍କ ଉପରେ ବର୍ଷିଲେ

ୱାଶିଂଟନ: ‘ଦ ମିଡ୍‌ନାଇଟ୍ ସନ୍‌’ ଷ୍ଟାର୍ ବେଲ୍ଲା ଥ୍ରୋନ୍‌ ନିକଟରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଶେଆର୍ କରିଛନ୍ତି। ଏହା ହେଉଛି ତାଙ୍କ ମିଛି ମିଛିକା ବାହାଘର ବା ମକ୍ ୱେଡିଂର ଭିଡିଓ। ଏଥିରେ ସେ ପୂର୍ବତନ ବୟଫ୍ରେଣ୍ଡ ତଥା ରାପର୍‌ ମୋଡ୍ ସନ୍‌ଙ୍କୁ ବାହା ହେଉଛନ୍ତି। ଏ ଭିଡିଓଟି ଆଗରୁ କେହି ଦେଖି ନଥିଲେ। ତେବେ ବେଲ୍ଲାଙ୍କ ଏହି ପୋଷ୍ଟ ଦେଖି ମୋଡ୍‌ ଖପ୍ପା ହୋଇଯାଇଛନ୍ତି। ବେଲ୍ଲା ଏହି ଭିଡିଓ ସହିତ ଏକ କବିତା ମଧ୍ୟ […]

bella

bella

Jitendra Garnayak
  • Published: Saturday, 10 August 2019
  • Updated: 10 August 2019, 04:20 PM IST

ୱାଶିଂଟନ: ‘ଦ ମିଡ୍‌ନାଇଟ୍ ସନ୍‌’ ଷ୍ଟାର୍ ବେଲ୍ଲା ଥ୍ରୋନ୍‌ ନିକଟରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଶେଆର୍ କରିଛନ୍ତି। ଏହା ହେଉଛି ତାଙ୍କ ମିଛି ମିଛିକା ବାହାଘର ବା ମକ୍ ୱେଡିଂର ଭିଡିଓ। ଏଥିରେ ସେ ପୂର୍ବତନ ବୟଫ୍ରେଣ୍ଡ ତଥା ରାପର୍‌ ମୋଡ୍ ସନ୍‌ଙ୍କୁ ବାହା ହେଉଛନ୍ତି। ଏ ଭିଡିଓଟି ଆଗରୁ କେହି ଦେଖି ନଥିଲେ। ତେବେ ବେଲ୍ଲାଙ୍କ ଏହି ପୋଷ୍ଟ ଦେଖି ମୋଡ୍‌ ଖପ୍ପା ହୋଇଯାଇଛନ୍ତି। ବେଲ୍ଲା ଏହି ଭିଡିଓ ସହିତ ଏକ କବିତା ମଧ୍ୟ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ ଡିପ୍ରେସନ୍‌ ବା ଅବସାଦ ବିଷୟରେ ବର୍ଣ୍ଣନା କରାଯାଇଛି।

Bellaଏହି ପୋଷ୍ଟର ଶେଷ ଆଡ଼କୁ ବେଲ୍ଲା ଲେଖିଛନ୍ତି, ମୋଡ୍ ଓ ମୁଁ କେବେ ବି ସତରେ ବାହା ହୋଇ ନଥିଲୁ। ତାଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ତାଙ୍କରି ଇଚ୍ଛାକ୍ରମେ ଏହି ବାହାଘରର ଆୟୋଜନ କରାଯାଇଥିଲା।

ଏହି ଭିଡିଓ ଦେଖିବା ପରେ ମୋଡ୍ ଅଭିଯୋଗ କରିଛନ୍ତି ଯେ, ବେଲ୍ଲା ତାଙ୍କ ବହିର ପ୍ରମୋସନ୍ ପାଇଁ ଏହାକୁ ପୋଷ୍ଟ୍ କରିଛନ୍ତି ଓ ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି।

View this post on Instagram

This poem is one of my favorites depression. If u don’t struggle with depression then you don’t know that, depression isn’t being sad some times and u need a pick me up. Depression is something that is deep inside that just stays there. It’s an overwhelming/underwhelming feeling that stays by your side. In your happiest moments of life you can still feel that underlying sadness creeping in reminding you to work on your mental state. That’s why I put depression over this video. It was my best description visually. I didn’t wanna show me in a room sad alone, because many people think u should just “cheer up” or “go have some fun” “hang with your friends” “go party get out of the house!” “ no wonder why ur lonely!” But none of that helps. I hope this poem helps u. I love u and ur not alone. Ps. No, mod and I never really got married, this was one of his bday presents he wanted :) so my friends and I threw together a beautiful night of laughter. #thelifeofawannabemogul

A post shared by BELLA (@bellathorne) on

ସେ ଲେଖିଛନ୍ତି,“ବହିର ପ୍ରମୋସନ୍ ପାଇଁ ବାହାଘର ଭିଡିଓ ପୋଷ୍ଟ୍ କର ନାହିଁ। ଏପରି କରି ପ୍ରେମକୁ ନେଇ ମୋର ଯେଉଁ ଚିନ୍ତାଧାରା ରହିଛି, ତାକୁ ଅସମ୍ମାନ କରନି। ଯଦି ତୁମେ ଏହାକୁ (ବାହାଘରକୁ) ମିଛ ବୋଲି କହୁଛ, ତା’ହେଲେ ତୁମେ ଜଣେ ଦକ୍ଷ ଅଭିନେତ୍ରୀ। ଜାଣିଶୁଣି ଏମିତି ଆଘାତ ଦିଅନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story