ହିନ୍ଦୁ ବୋଲି ପାୟଲ ରୋହତ୍ୟାଗୀଙ୍କୁ ବିମାନରୁ ଓହ୍ଲାଇ ଦିଆଗଲା

ମୁମ୍ବାଇ: ମଡେଲ, ଅଭିନେତ୍ରୀ ଏବଂ ଏକ୍ସ ବିଗ୍ ବସ୍‌ ପ୍ରତିଯୋଗୀ ପାୟଲ ରୋହତ୍ୟାଗୀଙ୍କୁ ହିନ୍ଦୁ ହେବା କାରଣରୁ ଜେଟ୍‌ ଏୟାରୱେଜ୍‌ ବିମାନରୁ ଓହ୍ଲାଇ ଦିଆଯାଇଛି। ଏହା ସେ ନିଜେ ଫେସ୍‌ବୁକ୍‌ ଲାଇଭ୍‌ ଜରିଆରେ କହି ପୋଷ୍ଟ କରିଛନ୍ତି। ବୟଫ୍ରେଣ୍ଡ୍‌ ସଂଗ୍ରାମ ସିଂଙ୍କ ସହ ଛୁଟି କାଟିବା ପାଇଁ ମୁମ୍ବାଇରୁ ତ୍ରିଭେନ୍ଦ୍ରମ ଯିବା ସମୟରେ ତାଙ୍କୁ ଜଣେ ମୁସଲମାନ କ୍ରିଉ ସଦସ୍ୟ ତାଙ୍କୁ ବିମାନରେ ଚଢ଼ିବାକୁ ମନା କରିଥିଲେ। ତେବେ ସେ ହିନ୍ଦୁ ହୋଇଥିବା କାରଣ ଦର୍ଶାଇ ତାଙ୍କ […]

payal-rohtagi

Rakesh Mallick
  • Published: Sunday, 08 January 2017
  • , Updated: 08 January 2017, 02:08 PM IST

ମୁମ୍ବାଇ: ମଡେଲ, ଅଭିନେତ୍ରୀ ଏବଂ ଏକ୍ସ ବିଗ୍ ବସ୍‌ ପ୍ରତିଯୋଗୀ ପାୟଲ ରୋହତ୍ୟାଗୀଙ୍କୁ ହିନ୍ଦୁ ହେବା କାରଣରୁ ଜେଟ୍‌ ଏୟାରୱେଜ୍‌ ବିମାନରୁ ଓହ୍ଲାଇ ଦିଆଯାଇଛି। ଏହା ସେ ନିଜେ ଫେସ୍‌ବୁକ୍‌ ଲାଇଭ୍‌ ଜରିଆରେ କହି ପୋଷ୍ଟ କରିଛନ୍ତି।

ବୟଫ୍ରେଣ୍ଡ୍‌ ସଂଗ୍ରାମ ସିଂଙ୍କ ସହ ଛୁଟି କାଟିବା ପାଇଁ ମୁମ୍ବାଇରୁ ତ୍ରିଭେନ୍ଦ୍ରମ ଯିବା ସମୟରେ ତାଙ୍କୁ ଜଣେ ମୁସଲମାନ କ୍ରିଉ ସଦସ୍ୟ ତାଙ୍କୁ ବିମାନରେ ଚଢ଼ିବାକୁ ମନା କରିଥିଲେ। ତେବେ ସେ ହିନ୍ଦୁ ହୋଇଥିବା କାରଣ ଦର୍ଶାଇ ତାଙ୍କ ସହ ଏଭଳି ବ୍ୟବହାର କରାଯାଇଛି ବୋଲି କହିବା ସହ ଭବିଷ୍ୟତରେ ସେ ଏୟାରୱେଜ ବିମାନରେ ଯାତ୍ରା କରିବେ ନାହିଁ ବୋଲି କହିଛନ୍ତି।

Related story