ବ୍ରେକ୍‌ଅପ୍‌ ପରେ ପୁଣି ଏକାଠି ହେଲେ ହରମନ ଓ ସମୀତା

ମୁମ୍ବାଇ: ହରମନ୍‌ ବାୱେଜା ଫିଲ୍ମରେ ନିଜର କ୍ୟାରିଅର କରିପାରି ନଥିଲେ ମଧ୍ୟ ଲଭ୍‌ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଶୁଣିବାକୁ ମିଳୁଛି ଏବେ ସେ ଶିଳ୍ପା ସେଠୀଙ୍କ ଭଉଣୀ ସମୀତାଙ୍କୁ ଡେଟ୍‌ କରୁଛନ୍ତି। ଆଜିକାଲି ଉଭୟଙ୍କୁ ଅନେକ ପାର୍ଟିରେ ଏକାଠି ଦେଖିବାକୁ ମିଳୁଛନ୍ତି। ପାର୍ଟିକୁ ଉଭୟ ଅଲଗା ଆସି ପହଞ୍ଚୁଥିଲେ ଏକାଠି ସମୟ କାଟୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ହରମନ୍ ଓ ଅମିତାଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ପରେ ସେମାନଙ୍କ ବ୍ରେକ୍‌ଅପ୍‌ମଧ୍ୟ ହୋଇଯାଇଥିଲା। ଏପରିକି […]

harmanshamita

Rakesh Mallick
  • Published: Friday, 20 January 2017
  • , Updated: 20 January 2017, 05:17 PM IST

ମୁମ୍ବାଇ: ହରମନ୍‌ ବାୱେଜା ଫିଲ୍ମରେ ନିଜର କ୍ୟାରିଅର କରିପାରି ନଥିଲେ ମଧ୍ୟ ଲଭ୍‌ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଶୁଣିବାକୁ ମିଳୁଛି ଏବେ ସେ ଶିଳ୍ପା ସେଠୀଙ୍କ ଭଉଣୀ ସମୀତାଙ୍କୁ ଡେଟ୍‌ କରୁଛନ୍ତି। ଆଜିକାଲି ଉଭୟଙ୍କୁ ଅନେକ ପାର୍ଟିରେ ଏକାଠି ଦେଖିବାକୁ ମିଳୁଛନ୍ତି। ପାର୍ଟିକୁ ଉଭୟ ଅଲଗା ଆସି ପହଞ୍ଚୁଥିଲେ ଏକାଠି ସମୟ କାଟୁଥିବା ଦେଖିବାକୁ ମିଳିଛି।

ପୂର୍ବରୁ ହରମନ୍ ଓ ଅମିତାଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ପରେ ସେମାନଙ୍କ ବ୍ରେକ୍‌ଅପ୍‌ମଧ୍ୟ ହୋଇଯାଇଥିଲା। ଏପରିକି ବିପାସା ବାସୁ ଓ ପ୍ରିୟଙ୍କା ଚୋପ୍ରାଙ୍କ ସହ ପ୍ରେମ ସଂପର୍କ ଥିବା ଖବର ପଦାକୁ ଆସିଥିଲା।

Related story