ଯଦି କେବେ ଅଭିଷେକ-ଐଶ୍‌ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୁଏ, ତା’ହେଲେ ଏ ମହିଳା ହେବେ ଦାୟୀ!

ମୁମ୍ବାଇ: ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଜଣେ ସଫଳ ଅଭିନେତ୍ରୀ। ତେବେ ତାଙ୍କର ବ୍ୟକ୍ତିଗତ ଜୀବନ କିଛି ଠିକ୍ ଚାଲୁ ନ ଥିବା ଶୁଣିବାକୁ ମିଳୁଛି। ବେଳେ ବେଳେ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ତାଙ୍କର ଝଗଡ଼ାର ଖବର ଆସୁଛି। ଏବେ ଏକ ଖବର ଆସୁଛି ଯେ ସେ କୁଆଡ଼େ ଅଭିଷେକଙ୍କୁ ଛାଡ଼ପତ୍ର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏ କଥା କେତେ ସତ ଆମେ କହି ପାରିବୁ ନାହିଁ। ତେବେ କୁହାଯାଉଛି ଯଦି କେବେ […]

abhisek

Rakesh Mallick
  • Published: Wednesday, 14 June 2017
  • , Updated: 14 June 2017, 10:57 AM IST

ମୁମ୍ବାଇ: ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଜଣେ ସଫଳ ଅଭିନେତ୍ରୀ। ତେବେ ତାଙ୍କର ବ୍ୟକ୍ତିଗତ ଜୀବନ କିଛି ଠିକ୍ ଚାଲୁ ନ ଥିବା ଶୁଣିବାକୁ ମିଳୁଛି। ବେଳେ ବେଳେ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ତାଙ୍କର ଝଗଡ଼ାର ଖବର ଆସୁଛି। ଏବେ ଏକ ଖବର ଆସୁଛି ଯେ ସେ କୁଆଡ଼େ ଅଭିଷେକଙ୍କୁ ଛାଡ଼ପତ୍ର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏ କଥା କେତେ ସତ ଆମେ କହି ପାରିବୁ ନାହିଁ। ତେବେ କୁହାଯାଉଛି ଯଦି କେବେ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୁଏ ତା’ର କାରଣ ହେବେ ଜଣେ ମହିଳା। ସେହି ମହିଳା ଜଣଙ୍କ ଆଉ କେହି ନୁହଁନ୍ତି, ଅଭିଷେକଙ୍କ ମା’ ଜୟା ବଚ୍ଚନ। ଶାଶୂ-ବୋହୂଙ୍କ ମଧ୍ୟରେ ତୁ ତୁ ମେଁ ମେଁ କଥା ଆପଣମାନେ ପୂର୍ବରୁ ଶୁଣିଥିବେ ନିଶ୍ଚୟ।

Related story