ଜର୍ମାନୀରେ ଆକ୍ସନ୍ ତାଲିମ ନେବେ ଅଜୟ ଓ ସୁରଜ

ମୁମ୍ବାଇ: କୋରିଓଗ୍ରାଫରରୁ ନିର୍ଦ୍ଦେଶକ ସାଜି ଥିବା ରେମୋ ଡି’ସୌଜାଙ୍କ ଆଗାମୀ ଫିଲ୍ମଟି ଉଭୟ ଡ୍ୟାନ୍ସ ଓ ଆକ୍ସନ୍‌ରେ ଭରପୂର ରହିବ। ଆକ୍ସନ୍‌ ପୂରା ଜବରଦସ୍ତ ରହିବ ବୋଲି ଏବେଠୁ ଜଣାପଡ଼ି ଗଲାଣି। କାରଣ ଆକ୍ସନ୍‌ ପାଇଁ ତାଲିମ ନେବାକୁ ଫିଲ୍ମର ଅଭିନେତା ଅଜୟ ଦେବଗନ ଓ ସୁରଜ ପାଞ୍ଚୋଲିଙ୍କୁ ଜର୍ମାନ ପଠାଉଛନ୍ତି ରେମୋ। ସେଠାରେ ସେମାନେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଷ୍ଟଣ୍ଟ ନିର୍ଦ୍ଦେଶକମାନଙ୍କ ଅଧୀନରେ ତିନି ମାସ ତାଲିମ ନେବେ। ତେବେ ସେମାନେ କେଉଁ ପ୍ରକାରର ତାଲିମ ନେବେ […]

ajay

ajay

Rakesh Mallick
  • Published: Monday, 23 May 2016
  • Updated: 23 May 2016, 04:34 PM IST

Sports

Latest News

ajayମୁମ୍ବାଇ: କୋରିଓଗ୍ରାଫରରୁ ନିର୍ଦ୍ଦେଶକ ସାଜି ଥିବା ରେମୋ ଡି’ସୌଜାଙ୍କ ଆଗାମୀ ଫିଲ୍ମଟି ଉଭୟ ଡ୍ୟାନ୍ସ ଓ ଆକ୍ସନ୍‌ରେ ଭରପୂର ରହିବ। ଆକ୍ସନ୍‌ ପୂରା ଜବରଦସ୍ତ ରହିବ ବୋଲି ଏବେଠୁ ଜଣାପଡ଼ି ଗଲାଣି। କାରଣ ଆକ୍ସନ୍‌ ପାଇଁ ତାଲିମ ନେବାକୁ ଫିଲ୍ମର ଅଭିନେତା ଅଜୟ ଦେବଗନ ଓ ସୁରଜ ପାଞ୍ଚୋଲିଙ୍କୁ ଜର୍ମାନ ପଠାଉଛନ୍ତି ରେମୋ। ସେଠାରେ ସେମାନେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଷ୍ଟଣ୍ଟ ନିର୍ଦ୍ଦେଶକମାନଙ୍କ ଅଧୀନରେ ତିନି ମାସ ତାଲିମ ନେବେ। ତେବେ ସେମାନେ କେଉଁ ପ୍ରକାରର ତାଲିମ ନେବେ ତାହା କହି ନାହାନ୍ତି ରେମୋ।

ଏପର୍ଯ୍ୟନ୍ତ ନାମକରଣ ହୋଇ ନ ଥିବା ଏହି ଫିଲ୍ମରେ ଡ୍ୟାନ୍ସକୁ ଊଣା କରିବାକୁ ଚାହୁଁନାହାନ୍ତି ରେମୋ। ତେଣୁ ଉଭୟଙ୍କୁ ମୁମ୍ବାଇରେ ଡ୍ୟାନ୍ସ ତାଲିମ୍‌ ବି ଦିଆଯିବ ବୋଲି ସେ କହିଛନ୍ତି।

ଫିଲ୍ମଟିର କାହାଣୀ ଦୁଇ ଭାଇଙ୍କୁ ନେଇ ପର୍ଯ୍ୟବସିତ। ଅଜୟ ଦେବଗନ ଫିଲ୍ମସ୍ ଓ ଟି-ସିରିଜ୍ ଫିଲ୍ମସ୍ ମିଳିତ ଭାବେ ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story