‘ଶିବାୟ’ ଆଇଟମ୍‌ ଗୀତରେ ସଲ୍ଲୁ

ମୁମ୍ବାଇ: ଅଜୟ ଦେବଗନ୍‌ଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଶିବାୟ’ର ଏକ ଆଇଟମ୍‌ ଗୀତରେ ଆସିବେ ‘ସୁଲତାନ୍‌’ଷ୍ଟାର ସଲମାନ୍‌ ଖାନ। ପୁଣି ଅଜୟଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ଭାବେ ନଜର ଆସିବେ ସଲ୍ଲୁ। ‘ସନ୍‌ ଅଫ୍‌ ସର୍ଦାର’ ଫିଲ୍ମରେ ସଲ୍ଲୁ-ଅଜୟଙ୍କ ଜଲୱା ‘ପୋ..ପୋ..’ ଆଇଟମ୍‌ ଗୀତରେ ଦେଖିବାକୁ ମିଳିଥିଲା। ‘ଶିବାୟ’ରେ ସାଇରା ବାନୁଙ୍କ ନାତୁଣୀ ଶେୟେଶା ସେହଗଲ ଅଜୟଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି। ଶେୟେଶାଙ୍କ ଏହା ପ୍ରଥମ ଫିଲ୍ମ। ଏହି ଫିଲ୍ମ ଅକ୍ଟୋବର ୨୮ରେ ରିଲିଜ୍‌ ହେବ। […]

ajay_devgn_salman_khan

ajay_devgn_salman_khan

Rakesh Mallick
  • Published: Wednesday, 13 July 2016
  • Updated: 13 July 2016, 06:51 PM IST

ମୁମ୍ବାଇ: ଅଜୟ ଦେବଗନ୍‌ଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଶିବାୟ’ର ଏକ ଆଇଟମ୍‌ ଗୀତରେ ଆସିବେ ‘ସୁଲତାନ୍‌’ଷ୍ଟାର ସଲମାନ୍‌ ଖାନ। ପୁଣି ଅଜୟଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ଭାବେ ନଜର ଆସିବେ ସଲ୍ଲୁ। ‘ସନ୍‌ ଅଫ୍‌ ସର୍ଦାର’ ଫିଲ୍ମରେ ସଲ୍ଲୁ-ଅଜୟଙ୍କ ଜଲୱା ‘ପୋ..ପୋ..’ ଆଇଟମ୍‌ ଗୀତରେ ଦେଖିବାକୁ ମିଳିଥିଲା।

‘ଶିବାୟ’ରେ ସାଇରା ବାନୁଙ୍କ ନାତୁଣୀ ଶେୟେଶା ସେହଗଲ ଅଜୟଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି। ଶେୟେଶାଙ୍କ ଏହା ପ୍ରଥମ ଫିଲ୍ମ। ଏହି ଫିଲ୍ମ ଅକ୍ଟୋବର ୨୮ରେ ରିଲିଜ୍‌ ହେବ। ଏଥିରେ ବିଭିନ୍ନ ଚରିତ୍ରରେ ଇରିକା କାର, ବିଜୋଉ ଥାଙ୍ଗଜାମ୍‌ ଓ ଅଲ୍ଲି କାଜମୀ ରହିଛନ୍ତି।

ଏହି ଫିଲ୍ମକୁ ନିଜେ ଅଜୟ ଦେବଗନ୍‌ ନିର୍ଦ୍ଦେଶନା ଦେବା ସହ ପ୍ରଯୋଜନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos