ଅଜୟ ଦେବଗନ୍‌କୁ ଦେଖା କରିବା ପାଇଁ ଫ୍ୟାନ୍‌ଙ୍କ ଆତ୍ମହତ୍ୟା ଧମକ

ମୁମ୍ବାଇ: ଅଜଭ ଦେବଗନ୍‌ଙ୍କ ସହ ଦେଖା ନହେଲେ ନିଜ ଜୀବନ ଦେଇଦେବେ। ଏମିତି କିଛି ପାଗଳାମୀ କରିଛନ୍ତି ଅଜୟ ଦେବଗନ୍‌ଙ୍କ ଜଣେ ଫ୍ୟାନ୍‌। ଫ୍ୟାନ୍‌ଙ୍କ ଏପରି ଧମକ ଶୁଣି ଅଜୟ ସୁଟିଂ ପାଇଁ ଯୋଧପୁର ଆସି ତାଙ୍କୁ ଦେଖା କରିବେ ବୋଲି ଟ୍ୱିଟ୍‌ କରି ଜଣାଇଛନ୍ତି। ଖବର ମୁତାବକ ରାଜସ୍ଥାନର ଝୁଞ୍ଜୁନ୍‌ ଜିଲ୍ଲାର ଜଣେ ୨୨ ବର୍ଷୀୟ ଯୁବକ ଶାମସାଦ ଜାନୁଆରୀ ୧୧ ତାରିଖ ଦିନ ୧୦୦ଫୁଟ୍‌ ଗଭୀର ଏକ କୂଅରେ ଦୌଡ଼ିରେ ଝୁଲି ଅଜୟ ଦେବଗନ୍‌ଙ୍କ […]

Ajay-Devgan

Rakesh Mallick
  • Published: Wednesday, 18 January 2017
  • , Updated: 18 January 2017, 01:44 PM IST

ମୁମ୍ବାଇ: ଅଜଭ ଦେବଗନ୍‌ଙ୍କ ସହ ଦେଖା ନହେଲେ ନିଜ ଜୀବନ ଦେଇଦେବେ। ଏମିତି କିଛି ପାଗଳାମୀ କରିଛନ୍ତି ଅଜୟ ଦେବଗନ୍‌ଙ୍କ ଜଣେ ଫ୍ୟାନ୍‌। ଫ୍ୟାନ୍‌ଙ୍କ ଏପରି ଧମକ ଶୁଣି ଅଜୟ ସୁଟିଂ ପାଇଁ ଯୋଧପୁର ଆସି ତାଙ୍କୁ ଦେଖା କରିବେ ବୋଲି ଟ୍ୱିଟ୍‌ କରି ଜଣାଇଛନ୍ତି।

ଖବର ମୁତାବକ ରାଜସ୍ଥାନର ଝୁଞ୍ଜୁନ୍‌ ଜିଲ୍ଲାର ଜଣେ ୨୨ ବର୍ଷୀୟ ଯୁବକ ଶାମସାଦ ଜାନୁଆରୀ ୧୧ ତାରିଖ ଦିନ ୧୦୦ଫୁଟ୍‌ ଗଭୀର ଏକ କୂଅରେ ଦୌଡ଼ିରେ ଝୁଲି ଅଜୟ ଦେବଗନ୍‌ଙ୍କ ସହ ଦେଖା ନହେଲେ ଆତମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ତାଙ୍କର ଏପରି ଧମକ ଶୁଣି ଅଜୟ ତାଙ୍କୁ ଯୋଧପୁରରେ ଦେଖା କରିବେ ବୋଲି କହିଛନ୍ତି।

Related story