ମୁକେଶ ଅମ୍ବାନୀଙ୍କ ପାର୍ଟିରେ କ୍ୟାଟ୍ରିନା ପିନ୍ଧିଥିବା ଡ୍ରେସର ଦାମ ଥିଲା ଏତିକି

ମୁମ୍ବାଇ: ବଲିଉଡର ଅଭିନେତା ଓ ଅଭିନେତ୍ରୀମାନେ ଯେପରି ରୋଜଗାର କରନ୍ତି, ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ପାଣିପରି ଖର୍ଚ୍ଚ ମଧ୍ୟ କରିଥାନ୍ତି। ଚର୍ଚ୍ଚାରେ ରହିବା ପାଇଁ ପାର୍ଟି ଓ ଫଙ୍କସନ୍‌ରେ ଦାମୀ ପୋଷାକ ପିନ୍ଧିଥାନ୍ତି। ଯାହା ସାଧାରଣ ଲୋ଼କଙ୍କ ପକ୍ଷେ ସମ୍ଭବ ନୁହେଁ। ଷ୍ଟାରଙ୍କ ପୋଷାକ ଦାମ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଏପରି ଜଣେ ଅଭିନେତ୍ରୀଙ୍କ ପିନ୍ଧିଥିବା ଡ୍ରେସ୍‌ ଦାମ ବିଷୟରେ କହିବାକୁ ଯାଉଛି, ଯାହାକୁ ଶୁଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। […]

ttt

Ordigital Desk
  • Published: Thursday, 29 March 2018
  • , Updated: 29 March 2018, 01:30 PM IST

ମୁମ୍ବାଇ: ବଲିଉଡର ଅଭିନେତା ଓ ଅଭିନେତ୍ରୀମାନେ ଯେପରି ରୋଜଗାର କରନ୍ତି, ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ପାଣିପରି ଖର୍ଚ୍ଚ ମଧ୍ୟ କରିଥାନ୍ତି। ଚର୍ଚ୍ଚାରେ ରହିବା ପାଇଁ ପାର୍ଟି ଓ ଫଙ୍କସନ୍‌ରେ ଦାମୀ ପୋଷାକ ପିନ୍ଧିଥାନ୍ତି। ଯାହା ସାଧାରଣ ଲୋ଼କଙ୍କ ପକ୍ଷେ ସମ୍ଭବ ନୁହେଁ। ଷ୍ଟାରଙ୍କ ପୋଷାକ ଦାମ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଏପରି ଜଣେ ଅଭିନେତ୍ରୀଙ୍କ ପିନ୍ଧିଥିବା ଡ୍ରେସ୍‌ ଦାମ ବିଷୟରେ କହିବାକୁ ଯାଉଛି, ଯାହାକୁ ଶୁଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ।


ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ଙ୍କ ପୁଅ ଆକାଶ ଆମ୍ବାନୀ ଓ ତାଙ୍କ ପୁଅଙ୍କ ବାନ୍ଧବୀ ଶ୍ଲୋକ ମେହେତାଙ୍କ ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ବଲିଉଡର ଚୁଲବୁଲି ଅଭିନେତ୍ରୀ କ୍ୟାଟ୍ରିନା ୩,୨୪୮ ଡଲାର ତଥା (ଭାରତୀୟ ମୁଦ୍ରାରେ୨.୧୦ ଲକ୍ଷ ଟଙ୍କା)ର ଡ୍ରେସ ପିନ୍ଧିଥିଲେ। ଏହି ଡ୍ରେସ ବହୁତ ହାଲୁକା ଓ ଷ୍ଟାଇଲିଷ୍ଟ ଥିଲା। ଏହି ଡ୍ରେସଟି ବିଶେଷ କରି ଖରାଦିନ ପାଇଁ ତିଆରି ହୋଇଥିଲା।
କ୍ୟାଟ୍ରିନାଙ୍କ ଡ୍ରେସ ଡିଜାଇନକୁ ନେଇ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ହେଉଛି। ତାଙ୍କର ଏହି ଡ୍ରେସକୁ ନେଇ ମଧ୍ୟ ଫ୍ୟାନମାନେ ବହୁତ ପ୍ରଂଶସା କରିଛନ୍ତି। ମୁକେଶ ଆମ୍ବାନୀଙ୍କ ଏହି ପାର୍ଟିରେ ବଲିଉଡର ବଡ଼ ବଡ଼ ହସ୍ତୀଙ୍କୁ ଦେଖିବାକୁ ମିଳିଥିଲା।

Related story