ପୁଣି ଏକାଠି ଦେଖା ଦେଲେ ହ୍ରିତିକ-ସୁଜେନ

ମୁମ୍ବାଇ: ପ୍ରାୟ ଦୁଇ ବର୍ଷ ହୋଇଯିବ କ୍ରିସ୍‌ ଷ୍ଟାର ହ୍ରିତିକ ରୋଶନ ଏବଂ ସୁଜେନ ଖାନଙ୍କ ମଧ୍ୟରେ ଛାଡପତ୍ରକୁ। ହେଲେ ଏମାନଙ୍କ ସମ୍ପର୍କକୁ ନେଇ କେବେ ବି ବିବାଦ ଦେଖିବାକୁ ମିଳିନାହିଁ। ଏପରିକି ପିଲାମାନଙ୍କ ପାଇଁ ସମୟେ ସମୟେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି। ଗତ ସପ୍ତାହରେ ଉଭୟ ପିଲାମାନଙ୍କ ସହ ଡିନର କରୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫଟୋ ନିଜେ ସୁଜେନ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। […]

hrithik

Rakesh Mallick
  • Published: Thursday, 29 December 2016
  • , Updated: 29 December 2016, 04:57 PM IST

ମୁମ୍ବାଇ: ପ୍ରାୟ ଦୁଇ ବର୍ଷ ହୋଇଯିବ କ୍ରିସ୍‌ ଷ୍ଟାର ହ୍ରିତିକ ରୋଶନ ଏବଂ ସୁଜେନ ଖାନଙ୍କ ମଧ୍ୟରେ ଛାଡପତ୍ରକୁ। ହେଲେ ଏମାନଙ୍କ ସମ୍ପର୍କକୁ ନେଇ କେବେ ବି ବିବାଦ ଦେଖିବାକୁ ମିଳିନାହିଁ। ଏପରିକି ପିଲାମାନଙ୍କ ପାଇଁ ସମୟେ ସମୟେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି। ଗତ ସପ୍ତାହରେ ଉଭୟ ପିଲାମାନଙ୍କ ସହ ଡିନର କରୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫଟୋ ନିଜେ ସୁଜେନ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିରେ ନୂଆବର୍ଷ ପୂର୍ବରୁ ହ୍ରିତିକ ଓ ସୁଜେନ ପିଲାମାନଙ୍କ ସହ ଛୁଟି ମନାଉଥିବା ଦେଖିବାକୁ ମିଳିଛି।

Related story