‘ଗୋ ପାଗଲ’ ଗୀତରେ ପାଗଳ ପରି ଛୋଟ ପିଲା ସହ ନାଚିଲେ ଅକ୍ଷୟ

ମୁମ୍ବାଇ: ନିକଟରେ ଅକ୍ଷୟଙ୍କ ‘ଜଲି ଏଲ୍‌ ଏଲ୍‌ ବି-୨’ର ଗୀତ ‘ଗୋ ପାଗଲ’ ରିଲିଜ ହେବା ପରେ ଇଣ୍ଟରନେଟ୍‌ରେ ଗୀତ ଧୁମ୍‌ ମଚେଇବାରେ ଲାଗିଛି। ତେବେ ସୋସିଆଲ ମିଡିଆରେ ଏହି ଗୀତ ସହ ଅକ୍ଷୟଙ୍କ ଆଉ ଏକ ଭିଡିଓ ମଧ୍ୟ ଖୁବ୍‌ ଭାଇରାଲ ହୋଇଛି। ଗୀତ ‘ଗୋ ପାଗଲ’ରେ ଅକ୍ଷୟ ଏକ ଛୋଟ ପିଲା ସହ ପାଗଳଙ୍କ ପରି ନାଚୁଥିବା ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି। ଏହି ଭିଡିଓକୁ ଦେଖି ଆପଣ ନ ହସି ରହିପାବେ […]

akshay-kumar-jolly-llb-2-

Rakesh Mallick
  • Published: Saturday, 07 January 2017
  • , Updated: 07 January 2017, 05:53 PM IST

ମୁମ୍ବାଇ: ନିକଟରେ ଅକ୍ଷୟଙ୍କ ‘ଜଲି ଏଲ୍‌ ଏଲ୍‌ ବି-୨’ର ଗୀତ ‘ଗୋ ପାଗଲ’ ରିଲିଜ ହେବା ପରେ ଇଣ୍ଟରନେଟ୍‌ରେ ଗୀତ ଧୁମ୍‌ ମଚେଇବାରେ ଲାଗିଛି। ତେବେ ସୋସିଆଲ ମିଡିଆରେ ଏହି ଗୀତ ସହ ଅକ୍ଷୟଙ୍କ ଆଉ ଏକ ଭିଡିଓ ମଧ୍ୟ ଖୁବ୍‌ ଭାଇରାଲ ହୋଇଛି।

ଗୀତ ‘ଗୋ ପାଗଲ’ରେ ଅକ୍ଷୟ ଏକ ଛୋଟ ପିଲା ସହ ପାଗଳଙ୍କ ପରି ନାଚୁଥିବା ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି। ଏହି ଭିଡିଓକୁ ଦେଖି ଆପଣ ନ ହସି ରହିପାବେ ନାହିଁ। ଖବର ମୁତାବକ ଭିଡିଓରେ ଥିବା ଛୋଟ ପିଲାଟି ହେଉଛି ଅକ୍ଷୟଙ୍କ ଘରୋଇ ସହାୟିକାଙ୍କ ପୁଅ। ଉଭୟଙ୍କ ଏହି ଖୁସିର ମୁହୂର୍ତ୍ତକୁ ଅକ୍ଷୟ ଟ୍ୱିଟ୍‌ କରିଛନ୍ତି।

Related story