ଦାରା ସିଂଙ୍କ ଚରିତ୍ରରେ ଅଭିନୟ କରିବାକୁ ଅକ୍ଷୟଙ୍କ ଇଚ୍ଛା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ପହିଲମାନ ଦାରା ସିଂଙ୍କ ଚରିତ୍ରରେ ଅଭିନୟ କରିବାରେ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ସ୍ୱର୍ଗତ ସିଂହଙ୍କ ଜୀବନୀ ଉପରେ ଆଧାରିତ ‘ଦିଦାରା ଅକ୍କା ଦାରାସିଂ’ ନାମକ ପୁସ୍ତକର ଉନ୍ମୋଚନ ଅବସରରେ ଅକ୍ଷୟ କୁମାର ଏହା କହିଛନ୍ତି। ଦାରା ସିଂଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ହେଲେ ତାଙ୍କୁ ଦୁଇବର୍ଷ ଲାଗିଯିବ ଦାରାଙ୍କ ପରି ଶରୀର ପାଇବା ପାଇଁ ବୋଲି କହିଛନ୍ତି ଅକ୍ଷୟ। ଶଙ୍କରଙ୍କ ନିର୍ଦ୍ଦେଶିତ ‘୨.୦’ରେ ଅକ୍ଷୟ କୁମାର ଖୁବ୍‌ […]

akhya-kumar-publish-dara

Rakesh Mallick
  • Published: Sunday, 11 December 2016
  • , Updated: 11 December 2016, 01:48 PM IST

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ପହିଲମାନ ଦାରା ସିଂଙ୍କ ଚରିତ୍ରରେ ଅଭିନୟ କରିବାରେ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ସ୍ୱର୍ଗତ ସିଂହଙ୍କ ଜୀବନୀ ଉପରେ ଆଧାରିତ ‘ଦିଦାରା ଅକ୍କା ଦାରାସିଂ’ ନାମକ ପୁସ୍ତକର ଉନ୍ମୋଚନ ଅବସରରେ ଅକ୍ଷୟ କୁମାର ଏହା କହିଛନ୍ତି।

ଦାରା ସିଂଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ହେଲେ ତାଙ୍କୁ ଦୁଇବର୍ଷ ଲାଗିଯିବ ଦାରାଙ୍କ ପରି ଶରୀର ପାଇବା ପାଇଁ ବୋଲି କହିଛନ୍ତି ଅକ୍ଷୟ। ଶଙ୍କରଙ୍କ ନିର୍ଦ୍ଦେଶିତ ‘୨.୦’ରେ ଅକ୍ଷୟ କୁମାର ଖୁବ୍‌ ଶୀଘ୍ର ନଜର ଆସିବେ। ଏହି ଫିଲ୍ମରରେ ମେଗାଷ୍ଟାର ରଜନୀକାନ୍ତ ଏବଂ ଅଭିନେତ୍ରୀ ଏମି ଗୌତମ ମୁଖ୍ୟ ଭୂମିକାରେ ଦେଖାଯିବେ।

Related story