ଲାଲ ରଙ୍ଗର ଗାଉନ୍‌ରେ ଆଲିଆ, ଫୁଟି ଦେଖାଯାଉଥିଲା ବ୍ରା ଷ୍ଟ୍ରେପ୍‌  

ମୁମ୍ବାଇ: ବଲିଉଡ୍‌ର ଅଭିନେତ୍ରୀମାନେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଭିନ୍ନ ଷ୍ଟାଇଲ୍‌ର ପୋଷାକ ପିନ୍ଧିଥା’ନ୍ତି। ସେହି ଅଭିନେତ୍ରୀଙ୍କ ମଧ୍ୟରୁ ମହେଶ ଭଟ୍ଟଙ୍କ ଲାଡଲୀ ଆଲିଆ ଭଟ୍ଟ ଜଣେ। ଅନେକ ବୋଲ୍ଡ ପୋଷାକରେ ଆମେ ତାଙ୍କୁ ଦେଖିଛନ୍ତି। ଗତକାଲି ରାତିରେ ଆଲିଆ ଦୁବାଇରେ ଜିଆର୮ ବୁମେନ ଆୱାର୍ଡ ପାର୍ଟିକୁ ଏକ ଲାଲ ରଙ୍ଗର ଗାଉନ୍ ପିନ୍ଧି ଯାଇଥିଲେ। ଲାଲ ଗାଉନ୍‌ରେ ଭାରି ଭଲ ଦେଖାଯାଉଥିଲେ ଆଲିଆ। ସମସ୍ତଙ୍କ ନଜର ଥିଲା ତାଙ୍କ ଉପରେ। ତେବେ ନଜର ତାଙ୍କ […]

alia

Rakesh Mallick
  • Published: Saturday, 22 April 2017
  • , Updated: 22 April 2017, 05:25 PM IST

ମୁମ୍ବାଇ: ବଲିଉଡ୍‌ର ଅଭିନେତ୍ରୀମାନେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଭିନ୍ନ ଷ୍ଟାଇଲ୍‌ର ପୋଷାକ ପିନ୍ଧିଥା’ନ୍ତି। ସେହି ଅଭିନେତ୍ରୀଙ୍କ ମଧ୍ୟରୁ ମହେଶ ଭଟ୍ଟଙ୍କ ଲାଡଲୀ ଆଲିଆ ଭଟ୍ଟ ଜଣେ। ଅନେକ ବୋଲ୍ଡ ପୋଷାକରେ ଆମେ ତାଙ୍କୁ ଦେଖିଛନ୍ତି।

ଗତକାଲି ରାତିରେ ଆଲିଆ ଦୁବାଇରେ ଜିଆର୮ ବୁମେନ ଆୱାର୍ଡ ପାର୍ଟିକୁ ଏକ ଲାଲ ରଙ୍ଗର ଗାଉନ୍ ପିନ୍ଧି ଯାଇଥିଲେ। ଲାଲ ଗାଉନ୍‌ରେ ଭାରି ଭଲ ଦେଖାଯାଉଥିଲେ ଆଲିଆ। ସମସ୍ତଙ୍କ ନଜର ଥିଲା ତାଙ୍କ ଉପରେ। ତେବେ ନଜର ତାଙ୍କ ଗାଉନ୍ ଉପରେ ନ ଥିଲା। ଥିଲା ଗାଉନ୍‌ରୁ ଫୁଟି ଦେଖାଯାଉଥିବା ବ୍ରା ଷ୍ଟ୍ରେପ୍‌।

ଆଲିଆ ଲାଲ ରଙ୍ଗର ଗାଉନ୍‌ ସହ ଓଠରେ ଲାଲରଙ୍ଗର ଲିପ୍‌ଷ୍ଟିକ୍‌ ଲଗାଇଥିଲେ। ଏହି ବେଶରେ ଆଲିଆ ତାଙ୍କର ଏକ ଫଟୋ ଇନଷ୍ଟାଗ୍ରାମ୍ ପେଜ୍‌ରେ ମଧ୍ୟ ପୋଷ୍ଟ୍‌ କରିଛନ୍ତି।

Related story