ଖୋଲିଗଲା ଆଲିଆଙ୍କ ବାଥ୍‌ରୁମ୍‌ ସିକ୍ରେଟ୍‌; ପଢ଼ନ୍ତୁ ସେ କ’ଣ କରିବାକୁ ଭଲ ପାଆନ୍ତି ସେଠାରେ...

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅଳ୍ପ ସମୟ ଭିତରେ ସମସ୍ତଙ୍କ ହୃଦୟରେ ଜାଗା ବନାଇପାରିଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ସଂପର୍କରେ ଏକ ରାଜ୍‌ ଖୋଲିଛନ୍ତି। ସେ ରାଜ୍‌ ପୁଣି ନିଜର ବାଥ୍‌ରୁମ୍‌ ବିଷୟରେ। ଆପଣ କେବେ ଏହା ଶୁଣି ନ ଥିବେ! ଆଲିଆ କହିଛନ୍ତି,“ମୁଁ  ବାଥରୁମ୍‌ରେ ଅଧିକ ସମୟ ବିତାଇଥାଏ। ଥରେ ସ୍କୁଲ୍‌ରେ ବାଥ୍‌ରୁମ୍‌ରେ ମୁଁ ଶୋଇପଡ଼ିଥିଲି। ସେଠାରେ ଶୋଇଥିବା ଅବସ୍ଥାରେ ଶିକ୍ଷକ ମୋତେ ଦେଖି ନେଇ ଥିଲେ। ସେଥିପାଇଁ ମୋତେ ଦଣ୍ଡ ବି ମିଳିଥିଲା।” ଏଥିରୁ […]

alia

Rakesh Mallick
  • Published: Sunday, 04 June 2017
  • , Updated: 04 June 2017, 10:40 AM IST

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅଳ୍ପ ସମୟ ଭିତରେ ସମସ୍ତଙ୍କ ହୃଦୟରେ ଜାଗା ବନାଇପାରିଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ସଂପର୍କରେ ଏକ ରାଜ୍‌ ଖୋଲିଛନ୍ତି। ସେ ରାଜ୍‌ ପୁଣି ନିଜର ବାଥ୍‌ରୁମ୍‌ ବିଷୟରେ। ଆପଣ କେବେ ଏହା ଶୁଣି ନ ଥିବେ!

ଆଲିଆ କହିଛନ୍ତି,“ମୁଁ  ବାଥରୁମ୍‌ରେ ଅଧିକ ସମୟ ବିତାଇଥାଏ। ଥରେ ସ୍କୁଲ୍‌ରେ ବାଥ୍‌ରୁମ୍‌ରେ ମୁଁ ଶୋଇପଡ଼ିଥିଲି। ସେଠାରେ ଶୋଇଥିବା ଅବସ୍ଥାରେ ଶିକ୍ଷକ ମୋତେ ଦେଖି ନେଇ ଥିଲେ। ସେଥିପାଇଁ ମୋତେ ଦଣ୍ଡ ବି ମିଳିଥିଲା।”

ଏଥିରୁ ଜଣାପଡ଼ୁଛି ଯେ ଆଲିଆ ବାଥ୍‌ରୁମ୍‌କୁ ବହୁତ ପସନ୍ଦ କରନ୍ତି।

Related story