ଅପଦସ୍ତ ହେଲେ ଆଲିଆ: ଟପ୍‌ସ ଟାଣି ଟାଣି କଟିଗଲା ସମୟ

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ଆଲିଆ ଭଟ୍ଟ ଅଳ୍ପ ସମୟ ଭିତରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି  କରି ପାରିଛନ୍ତି। ‘ଷ୍ଟୁଣ୍ଡେଣ୍ଟ ଅଫ୍‌ ଦି ଇୟର୍‌’ରୁ କ୍ୟାରିଆର ଆରମ୍ଭ କରିଥିବା ଆଲିଆ ନିଜର ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ବିଶେଷ ସ୍ଥାନ ବନାଇ ପାରିଛନ୍ତି। କିନ୍ତୁ  ଏହି ଅଭିନେତ୍ରୀଙ୍କୁ ନିଜର ଫ୍ୟାସନ ସେନ୍‌ସ ପାଇଁ  ଅନେକଥର ଅପଦସ୍ତ ହେବାକୁ ପଡ଼ିଛି। ଆଲିଆ ଏକ  ଇଭେଣ୍ଟରେ  ଏତେ ଛୋଟ ଟପସ ପିନ୍ଧି  ଆସିଥିଲେ ଯେ, ଯେତେବେଳେ ସେ ବସିଥିଲେ […]

alia dress

Rakesh Mallick
  • Published: Wednesday, 26 April 2017
  • , Updated: 26 April 2017, 12:42 PM IST

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ଆଲିଆ ଭଟ୍ଟ ଅଳ୍ପ ସମୟ ଭିତରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି  କରି ପାରିଛନ୍ତି। ‘ଷ୍ଟୁଣ୍ଡେଣ୍ଟ ଅଫ୍‌ ଦି ଇୟର୍‌’ରୁ କ୍ୟାରିଆର ଆରମ୍ଭ କରିଥିବା ଆଲିଆ ନିଜର ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ବିଶେଷ ସ୍ଥାନ ବନାଇ ପାରିଛନ୍ତି।

କିନ୍ତୁ  ଏହି ଅଭିନେତ୍ରୀଙ୍କୁ ନିଜର ଫ୍ୟାସନ ସେନ୍‌ସ ପାଇଁ  ଅନେକଥର ଅପଦସ୍ତ ହେବାକୁ ପଡ଼ିଛି। ଆଲିଆ ଏକ  ଇଭେଣ୍ଟରେ  ଏତେ ଛୋଟ ଟପସ ପିନ୍ଧି  ଆସିଥିଲେ ଯେ, ଯେତେବେଳେ ସେ ବସିଥିଲେ ତାଙ୍କ ଟପସ ଟେକି ହୋଇଯାଇଥିଲା। ଆଲିଆ ଟପସଟିକୁ  ତଳକୁ  ଟାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ହୋଇ ନ ଥିଲା। ଫଳରେ  ସେଠାରେ ଆଲିଆଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା।

 

Related story