ରାସ୍ତାକଡ଼କୁ ଟଏଲେଟ୍‌ ଯାଉଥିଲେ ଆଲିଆ

ମୁମ୍ବାଇ: ଶିରୋନାମା ପଢ଼ି ଆପଣମାନେ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିବେ! ଭାବୁଥିବେ ଆଲିଆଙ୍କ ଘରେ କ’ଣ ପାଇଖାନା ଅବା ବାଥ୍‌ରୁମ୍ ନ ଥିଲା? ଏମିତି ବି ଭାବୁଥିବେ ଏଇଟା ତାଙ୍କର କେଉଁ ଗୋଟାଏ ଫିଲ୍ମର ସିନ୍ ହୋଇଥିବ। ତେବେ ଆପଣ ଯେମିତି ଭାବୁଛନ୍ତି କଥାଟା ସେମିତି କିଛି ନୁହେଁ। ତାଙ୍କୁ ଏମିତି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏକ ଫିଲ୍ମର ସୁଟିଂ ବେଳେ। ଫିଲ୍ମଟିର ନାଁ ହେଉଛି ‘ହାଇୱେ’। ସୁଟିଂ କରିବା ପାଇଁ ତାଙ୍କୁ ଟ୍ରକ୍‌ରେ ବିଭିନ୍ନ ସ୍ଥାନକୁ […]

allia

Rakesh Mallick
  • Published: Tuesday, 18 July 2017
  • , Updated: 18 July 2017, 01:33 PM IST

ମୁମ୍ବାଇ: ଶିରୋନାମା ପଢ଼ି ଆପଣମାନେ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିବେ! ଭାବୁଥିବେ ଆଲିଆଙ୍କ ଘରେ କ’ଣ ପାଇଖାନା ଅବା ବାଥ୍‌ରୁମ୍ ନ ଥିଲା? ଏମିତି ବି ଭାବୁଥିବେ ଏଇଟା ତାଙ୍କର କେଉଁ ଗୋଟାଏ ଫିଲ୍ମର ସିନ୍ ହୋଇଥିବ। ତେବେ ଆପଣ ଯେମିତି ଭାବୁଛନ୍ତି କଥାଟା ସେମିତି କିଛି ନୁହେଁ। ତାଙ୍କୁ ଏମିତି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏକ ଫିଲ୍ମର ସୁଟିଂ ବେଳେ। ଫିଲ୍ମଟିର ନାଁ ହେଉଛି ‘ହାଇୱେ’। ସୁଟିଂ କରିବା ପାଇଁ ତାଙ୍କୁ ଟ୍ରକ୍‌ରେ ବିଭିନ୍ନ ସ୍ଥାନକୁ ଯିବାକୁ ପଡୁଥିଲା। ଯେଉଁଠି ଭଲ ଲୋକେସନ୍ ମିଳୁଥିଲା ସେଇଠି ସୁଟିଂ ହେଉଥିଲା। ଏହି ଫିଲ୍ମର ସୁଟିଂ ବେଳେ ତାଙ୍କ ପାଖରେ ଭ୍ୟାନିଟି ଗାଡ଼ି ବି ନ ଥିଲା। ତେଣୁ ଫ୍ରେସ୍ ହେବା ପାଇଁ ରାସ୍ତକଡ଼ରେ ବାଥ୍‌ରୁମ୍ କରିବାକୁ ପଡୁଥିଲା। ନିଜେ ଆଲିଆ ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଆଇ.ଆଇ.ଏଫ୍‌.ଏ ପୁରସ୍କାର ଉତ୍ସବରେ ଆଲିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମିଳିଛି। ଫିଲ୍ମ ‘ଉଡ୍‌ତା ପଞ୍ଜାବ’ ପାଇଁ ସେ ଏହି ପୁରସ୍କାର ପାଇଛନ୍ତି।

Related story