ଏମି ଜେକ୍ସନଙ୍କ ମୋବାଇଲ ହ୍ୟାକ୍‌

ମୁମ୍ବାଇ: ଲଣ୍ଡନରୁ ଚେନ୍ନାଇ ଆସୁଥିବା ବେଳେ ଏମି ଜେକ୍ସନଙ୍କ ମୋବାଇଲ ହ୍ୟାକ୍‌ କରାଯାଇ କିଛି ଫଟୋକୁ ଇଣ୍ଟରନେଟ୍‌ରେ ଅପ୍‌ଲୋଡ଼ କରାଯାଇଥିବା ଅଭିଯୋଗ ହୋଇଛି। ମୋବାଇଲ ଷ୍ଟୋରରୁ ଏମିଙ୍କ ମୋବାଇଲ ହ୍ୟାକ୍‌ କରାଯାଉଥିବା କୁହାଯାଉଛି। ଇଂରାଜୀ ଖବରକାଗଜ ମିଡ ଡେ ରିପୋର୍ଟ ମୁତାବକ ଏମି କହିଛନ୍ତି,“ଫୋଟ ହ୍ୟାକ୍‌ ହେବା ପରେ ତାଙ୍କୁ ଝଟକା ଲାଗିଛି। ଏହି ଘଟଣାକୁ ଗମ୍ଭିରତାର ସହ ନିଆଯିବା ଦରକାର। ମୁଁ ଏନେଇ ଲଣ୍ଠନ ସାଇବର କ୍ରାଇମ ସେଲ୍‌ରେ ମାମଲା ରୁଜୁ କରିବେ।”

ami

Rakesh Mallick
  • Published: Tuesday, 14 February 2017
  • , Updated: 14 February 2017, 09:52 PM IST

ମୁମ୍ବାଇ: ଲଣ୍ଡନରୁ ଚେନ୍ନାଇ ଆସୁଥିବା ବେଳେ ଏମି ଜେକ୍ସନଙ୍କ ମୋବାଇଲ ହ୍ୟାକ୍‌ କରାଯାଇ କିଛି ଫଟୋକୁ ଇଣ୍ଟରନେଟ୍‌ରେ ଅପ୍‌ଲୋଡ଼ କରାଯାଇଥିବା ଅଭିଯୋଗ ହୋଇଛି। ମୋବାଇଲ ଷ୍ଟୋରରୁ ଏମିଙ୍କ ମୋବାଇଲ ହ୍ୟାକ୍‌ କରାଯାଉଥିବା କୁହାଯାଉଛି।

ଇଂରାଜୀ ଖବରକାଗଜ ମିଡ ଡେ ରିପୋର୍ଟ ମୁତାବକ ଏମି କହିଛନ୍ତି,“ଫୋଟ ହ୍ୟାକ୍‌ ହେବା ପରେ ତାଙ୍କୁ ଝଟକା ଲାଗିଛି। ଏହି ଘଟଣାକୁ ଗମ୍ଭିରତାର ସହ ନିଆଯିବା ଦରକାର। ମୁଁ ଏନେଇ ଲଣ୍ଠନ ସାଇବର କ୍ରାଇମ ସେଲ୍‌ରେ ମାମଲା ରୁଜୁ କରିବେ।”

Related story