ଶାହରୁଖଙ୍କ ପୁଅକୁ ଖେଳଣା ଉପହାର ଦେଲେ ଅମୀର

ମୁମ୍ବାଇ: ଶାହରୁଖ ଖାନ୍‌ଙ୍କ ସାନ ପୁଅ ଆବ୍ରାମକୁ ଅମୀର ଖାନ୍ ଖେଳଣା ଉପହାର ଦେଇଛନ୍ତି। ଏଥିପାଇଁ ଶାହରୁଖ ଟ୍ୱିଟ୍ କରି ଅମୀରଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଲେଖିଛନ୍ତି,“ଖେଳଣା ଉପହାର ଦେଇଥିବା ଯୋଗୁଁ ଅମୀର ଆପଣଙ୍କୁ ଧନ୍ୟବାଦ। ଆବ୍ରାମ ଏବେ ବି ଶୋଇନି। ସେ ଖେଳଣାଗୁଡ଼ିକ ସହିତ ଖେଳୁଛି।” ଗତକାଲି ରାତିରେ ଶାହରୁଖ ଖାନତ ତାଙ୍କ ବାସଭବନ ‘ମନ୍ନତ’ରେ ଏକ ନୈଶ୍ୟ ଭୋଜିର ଆୟୋଜନ କରିଥିଲେ। ଏଥିରେ ଯୋଗ ଦେବା ଅବସରରେ ଅମୀର ତାଙ୍କ ପୁଅକୁ ଖେଳାଣା ଉପହାର […]

abram

abram

Rakesh Mallick
  • Published: Thursday, 19 May 2016
  • Updated: 19 May 2016, 11:29 AM IST

Sports

Latest News

ମୁମ୍ବାଇ: ଶାହରୁଖ ଖାନ୍‌ଙ୍କ ସାନ ପୁଅ ଆବ୍ରାମକୁ ଅମୀର ଖାନ୍ ଖେଳଣା ଉପହାର ଦେଇଛନ୍ତି। ଏଥିପାଇଁ ଶାହରୁଖ ଟ୍ୱିଟ୍ କରି ଅମୀରଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଲେଖିଛନ୍ତି,“ଖେଳଣା ଉପହାର ଦେଇଥିବା ଯୋଗୁଁ ଅମୀର ଆପଣଙ୍କୁ ଧନ୍ୟବାଦ। ଆବ୍ରାମ ଏବେ ବି ଶୋଇନି। ସେ ଖେଳଣାଗୁଡ଼ିକ ସହିତ ଖେଳୁଛି।”

ଗତକାଲି ରାତିରେ ଶାହରୁଖ ଖାନତ ତାଙ୍କ ବାସଭବନ ‘ମନ୍ନତ’ରେ ଏକ ନୈଶ୍ୟ ଭୋଜିର ଆୟୋଜନ କରିଥିଲେ। ଏଥିରେ ଯୋଗ ଦେବା ଅବସରରେ ଅମୀର ତାଙ୍କ ପୁଅକୁ ଖେଳାଣା ଉପହାର କରିଥିଲେ।

ଦୁଇ ବର୍ଷର ଆବ୍ରାମ ଚଳିତ ମାସ ଶେଷରେ ୩ ବର୍ଷରେ ପଦାର୍ପଣ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story