ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ଅମୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିର ଖାନ୍‌ଙ୍କୁ “ଦଙ୍ଗଲ” ପରେ ଆଉ ଏକ ବାୟୋପିକ୍‌ରେ ଦେଖିବାକୁ ମିଳିବ। ମଳିଥିବା ଖବର ଅନୁଯାୟୀ ଅମୀର ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ଉପରେ ନିର୍ମିତ ହେଉଥିବା ବାୟୋପିକ୍‌ ଫିଲ୍ମରେ କାମ କରିବେ। ସେଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ଏହି ବାୟୋପିକ୍‌ ଫିଲ୍ମ ନାମ ‘ସାରେ ଜାହାଁ ସେ ଅଚ୍ଛା’ ରଖାଯାଇଛି। ସୂଚନାଯୋଗ୍ୟ, ଡିସେମ୍ବର ୨୩ ତାରିଖରେ “ଦଙ୍ଗଲ” ରିଲିଜ୍ ହେବ।

amir

Rakesh Mallick
  • Published: Friday, 16 December 2016
  • , Updated: 16 December 2016, 03:07 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିର ଖାନ୍‌ଙ୍କୁ “ଦଙ୍ଗଲ” ପରେ ଆଉ ଏକ ବାୟୋପିକ୍‌ରେ ଦେଖିବାକୁ ମିଳିବ।

ମଳିଥିବା ଖବର ଅନୁଯାୟୀ ଅମୀର ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ଉପରେ ନିର୍ମିତ ହେଉଥିବା ବାୟୋପିକ୍‌ ଫିଲ୍ମରେ କାମ କରିବେ। ସେଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ଏହି ବାୟୋପିକ୍‌ ଫିଲ୍ମ ନାମ ‘ସାରେ ଜାହାଁ ସେ ଅଚ୍ଛା’ ରଖାଯାଇଛି।

ସୂଚନାଯୋଗ୍ୟ, ଡିସେମ୍ବର ୨୩ ତାରିଖରେ “ଦଙ୍ଗଲ” ରିଲିଜ୍ ହେବ।

Related story