୭୦ କୋଟି ଟ୍ୟାକ୍ସ ଦେଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଗତ କିଛି ବର୍ଷ ଭିତରେ ବଲିଉଡର ସବୁଠୁ ଅଧିକ ଟ୍ୟାକ୍ସ ଦେଉଥିବା ଅଭିନେତାମାନଙ୍କ ମଧ୍ୟରେ ନିଜ ନାଁ ସାମିଲ କରିସାରିଛନ୍ତି। ଚଳିତ ବର୍ଷ ବି ଅମିତାଭ ୭୦ କୋଟି ଟ୍ୟାକ୍ସ ଭରିଛନ୍ତି। ଏହି ସୂଚନା ଅମିତାଭଙ୍କ ମୁଖପାତ୍ର ଦେଇ କହିଛନ୍ତି ଯେ, ଅମିତାଭ୍‌ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ୭୦ କୋଟି ଟଙ୍କାର କର ପଇଠ କରିଛନ୍ତି। https://www.instagram.com/p/Bvs7lMnhS7b/?utm_source=ig_web_copy_link ଅମିତାଭ ସବୁବେଳେ ନିଜ ଚାରିଟି ପାଇଁ ଦର୍ଶକଙ୍କ ହୃଦୟରେ ସ୍ଥାନ […]

amitabh

amitabh

Chinmayee Roy
  • Published: Saturday, 13 April 2019
  • Updated: 13 April 2019, 09:31 AM IST

Sports

Latest News

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଗତ କିଛି ବର୍ଷ ଭିତରେ ବଲିଉଡର ସବୁଠୁ ଅଧିକ ଟ୍ୟାକ୍ସ ଦେଉଥିବା ଅଭିନେତାମାନଙ୍କ ମଧ୍ୟରେ ନିଜ ନାଁ ସାମିଲ କରିସାରିଛନ୍ତି। ଚଳିତ ବର୍ଷ ବି ଅମିତାଭ ୭୦ କୋଟି ଟ୍ୟାକ୍ସ ଭରିଛନ୍ତି। ଏହି ସୂଚନା ଅମିତାଭଙ୍କ ମୁଖପାତ୍ର ଦେଇ କହିଛନ୍ତି ଯେ, ଅମିତାଭ୍‌ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ୭୦ କୋଟି ଟଙ୍କାର କର ପଇଠ କରିଛନ୍ତି।

https://www.instagram.com/p/Bvs7lMnhS7b/?utm_source=ig_web_copy_link

ଅମିତାଭ ସବୁବେଳେ ନିଜ ଚାରିଟି ପାଇଁ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇ ସାରିଛନ୍ତି। ସେ ଫେବୃଆରୀ ୧୪ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ  ସହିଦ୍‌ ହୋଇଥିବା ଯବାନ୍‌ମାନଙ୍କ ପରିଜନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେଇଥିଲେ। ଏହାବ୍ୟତୀତ ସେ ନିକଟରେ ବିହାର୍‌ର ମୁଜଫରପୁର୍‌ର ୨,୦୮୪ ଚାଷୀଙ୍କ ଋଣ ମଧ୍ୟ ଶୁଝିଛନ୍ତି।

https://www.instagram.com/p/Bp5Wfg4hsaD/?utm_source=ig_web_copy_link

ଅମିତାଭଙ୍କ ୱର୍କଫର୍ଣ୍ଟ କଥା କହିଲେ ନିକଟରେ ତାପସୀ ପନ୍ନୁଙ୍କ ସହ ଫିଲ୍ମ ‘ବଦଲା’ରେ ନଜର ଆସିଥିଲେ। ସୁଜୟ ଘୋଷ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟିକୁ ଦର୍ଶକଙ୍କ ଭଲ ରେସ୍‌ପନ୍ସ ମଧ୍ୟ ମିଳିଥିଲା। ଏହା ବ୍ୟତୀତ ବିଗ୍‌ ବି ଆମୀର ଖାନ୍‌, କ୍ୟାଟ୍ରିନା କୈଫ୍‌ଙ୍କ ସହ ଫିଲ୍ମ ‘ଟଗ୍ସ ଅଫ୍‌ ହିନ୍ଦୁସ୍ଥାନ୍‌ରେ ନଜର ଆସିଥିଲେ। ହେଲେ ଏହା ଦର୍ଶକଙ୍କୁ ଏତେ ଭଲ ଲାଗି ନଥିଲା।’

https://www.instagram.com/p/Bu1WmUTB9NF/?utm_source=ig_web_copy_link

ଅମିତାଭ ଧର୍ମା ପ୍ରଡକ୍ସନ ବ୍ୟାନର୍‌ରେ ପ୍ରସ୍ତୁତ ହେଉଥିବା ଫିଲ୍ମ 'ବ୍ରହ୍ମାସ୍ତ୍ର‘ରେ ମଧ୍ୟ ନଜର ଆସିବେ। ଫିଲ୍ମରେ ତାଙ୍କ ବ୍ୟତୀତ ରଣବୀର କପୁର, ଆଲିଆ ଭଟ୍ଟ, ନାଗାର୍ଜୁନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ନିକଟରେ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ମଧ୍ୟ ରିଲିଜ୍‌ ହୋଇଥିଲା। ଚଳିତ ବର୍ଷର ଏହାକୁ ବହୁ ପ୍ରତୀକ୍ଷିତ ଫିଲ୍ମ ଭାବେ ନିଆଯାଉଛି। ଯାହାକି ବର୍ଷର ଶେଷ ସୁଦ୍ଧା ରିଲିଜ୍‌ ହେବ।

https://www.instagram.com/p/BrTU_Sjh0li/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story