୯ ବର୍ଷ ପରେ ପୁଣି ସ୍କ୍ରିନ୍ ସେୟାର କରିବେ ଅମିତାଭ ଓ ସଲମାନ

ମୁମ୍ବାଇ: ସଲମାନ ଓ ଅମିତାଭ ବଚ୍ଚନଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର।  ଦୀର୍ଘ ନଅ ବର୍ଷର ବ୍ୟବଧାନ ପରେ ଦୁହିଁଙ୍କୁ ପୁଣି ଗୋଟିଏ ଫିଲ୍ମରେ ଏକାଠି ଦେଖିବାକୁ ମିଳିବ। ସୂଚନା ଅନୁସାରେ  ‘ରେସ୍‌’ର ଥାର୍ଡ ପାର୍ଟ ଆସୁଛି। ଏହାର ନିର୍ଦ୍ଦେଶନା ଦେବେ ରେମୋ ଡିସୋଜା। ଏଥିରେ ଅମିତାଭ ଓ ସଲମାନ କାମ କରିବେ। ଏହି ଫିଲ୍ମ ପାଇଁ ବିଗ୍ ବିଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ମିଳିଥିବା ଖବର ଅନୁଯାୟୀ ସେ ଏଥିପାଇଁ ରାଜି ହୋଇଯାଇଥିଲେ। ସଲମାନଙ୍କ ସହ ପୁଣି […]

Rakesh Mallick
  • Published: Thursday, 31 August 2017
  • Updated: 31 August 2017, 12:30 PM IST

Sports

Latest News

ମୁମ୍ବାଇ: ସଲମାନ ଓ ଅମିତାଭ ବଚ୍ଚନଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର।  ଦୀର୍ଘ ନଅ ବର୍ଷର ବ୍ୟବଧାନ ପରେ ଦୁହିଁଙ୍କୁ ପୁଣି ଗୋଟିଏ ଫିଲ୍ମରେ ଏକାଠି ଦେଖିବାକୁ ମିଳିବ। ସୂଚନା ଅନୁସାରେ  ‘ରେସ୍‌’ର ଥାର୍ଡ ପାର୍ଟ ଆସୁଛି। ଏହାର ନିର୍ଦ୍ଦେଶନା ଦେବେ ରେମୋ ଡିସୋଜା। ଏଥିରେ ଅମିତାଭ ଓ ସଲମାନ କାମ କରିବେ।

ଏହି ଫିଲ୍ମ ପାଇଁ ବିଗ୍ ବିଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ମିଳିଥିବା ଖବର ଅନୁଯାୟୀ ସେ ଏଥିପାଇଁ ରାଜି ହୋଇଯାଇଥିଲେ। ସଲମାନଙ୍କ ସହ ପୁଣି ଥରେ ସ୍କ୍ରିନ୍ ସେୟାର କରିବା ପାଇଁ ସେ ଉତ୍ସାହିତ ଅଛନ୍ତି।

ସଲମାନ ଓ ଅମିତାଭଙ୍କ କେମିଷ୍ଟ୍ରୀକୁ ଦର୍ଶକେ ପୂର୍ବରୁ ପସନ୍ଦ କରିଛନ୍ତି। ୨୦୦୮ରେ ଦୁହେଁ ‘ଗଡ୍‌ ତୁସ୍ସୀ ଗ୍ରେଟ୍ ହୋ’ ଫିଲ୍ମରେ ଏକାଠି କାମ କରିଥିଲେ। ‘ବାଗବାନ’ ଓ ‘ବାବୁଲ’ରେ ଦୁହେଁ ସ୍କ୍ରିନ୍ ସେୟାର କରିଥିଲେ।

‘ରେସ୍‌’ର ପ୍ରଥମ ଦୁଇଟି ଭାଗର ନିର୍ଦ୍ଦେଶନା ଦେଇଥିଲେ ଅବ୍ବାସ ମସ୍ତାନ। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୈଫ ଅଲ୍ଲୀ ଖାନ୍‌ ଓ ଅକ୍ଷୟ ଖନ୍ନା। ଏଥିରେ ଅନୀଲ କପୁର ସପୋର୍ଟିଙ୍ଗ ରୋଲ୍‌ରେ ଆସିଥିଲେ। କିନ୍ତୁ ‘ରେସ୍‌’ର ଥାର୍ଡ ପାର୍ଟର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରେମୋ ଡିସୁଜା।

ରେମୋ ତାଙ୍କର ଡ୍ୟାନ୍ସ ଫିଲ୍ମ ପାଇଁ ବେଶ୍ ପରିଚିତ। ସେ ଏବିସିଡି ଓ ଏବିସିଡି-୨ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇ ସାରିଛନ୍ତି। ଏହି ଦୁଇ ଫିଲ୍ମରେ ଡ୍ୟାନ୍ସ ଥିଲା ପ୍ରମୁଖ ଅଂଶ। କିନ୍ତୁ ରେସ୍‌-୩ରେ ସେ ଥ୍ରିଲରକୁ ନେଇ ଏକ୍ସପେରିମେଣ୍ଟ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story