ବିଗ୍‌ ବିଙ୍କ ଜନ୍ମଦିନ ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ବଚ୍ଚନ ପରିବାର

ମୁମ୍ବାଇ: ଚଳିତ ବର୍ଷ ବିଗ୍‌ ବିଙ୍କ ୭୫ତମ ଜନ୍ମଦିନକୁ ଆହୁରି ୧୦ ମାସ ଅଛି। କିନ୍ତୁ ଜନ୍ମଦିନର କାର୍ଯ୍ୟକ୍ରମ କିପରି ହେବ ସେ ନେଇ ଏବେଠୁ ବଚ୍ଚନ ପରିବାରରେ ସଜବାଜ ଆରମ୍ଭ ହୋଇ ଗଲାଣି। ଶୁଣିବାକୁ ମିଳୁଛି ଅମିତାଭ ବଚ୍ଚନ ତାଙ୍କ ୭୫ତମ ଜନ୍ମଦିନକୁ ଖାସ୍‌ ଢଙ୍ଗରେ ମନାଇବେ। ଏହି ଦିନ ବଚ୍ଚନ ପରିବାରର ଓ ତାଙ୍କର କିଛି ଖାସ୍‌ ବନ୍ଧୁ ଏକ ଭବ୍ୟ ସମାରୋହର ଆୟୋଜନ କରିବାକୁ ଯାଉଛନ୍ତି ଯେଉଁଠି ବଲିଉଡ ଇଣ୍ଡଷ୍ଟ୍ରିର ବଡ଼ ବଡ଼ […]

Amitabh_Bachchan

Rakesh Mallick
  • Published: Monday, 16 January 2017
  • , Updated: 17 January 2017, 10:50 AM IST

ମୁମ୍ବାଇ: ଚଳିତ ବର୍ଷ ବିଗ୍‌ ବିଙ୍କ ୭୫ତମ ଜନ୍ମଦିନକୁ ଆହୁରି ୧୦ ମାସ ଅଛି। କିନ୍ତୁ ଜନ୍ମଦିନର କାର୍ଯ୍ୟକ୍ରମ କିପରି ହେବ ସେ ନେଇ ଏବେଠୁ ବଚ୍ଚନ ପରିବାରରେ ସଜବାଜ ଆରମ୍ଭ ହୋଇ ଗଲାଣି।

ଶୁଣିବାକୁ ମିଳୁଛି ଅମିତାଭ ବଚ୍ଚନ ତାଙ୍କ ୭୫ତମ ଜନ୍ମଦିନକୁ ଖାସ୍‌ ଢଙ୍ଗରେ ମନାଇବେ। ଏହି ଦିନ ବଚ୍ଚନ ପରିବାରର ଓ ତାଙ୍କର କିଛି ଖାସ୍‌ ବନ୍ଧୁ ଏକ ଭବ୍ୟ ସମାରୋହର ଆୟୋଜନ କରିବାକୁ ଯାଉଛନ୍ତି ଯେଉଁଠି ବଲିଉଡ ଇଣ୍ଡଷ୍ଟ୍ରିର ବଡ଼ ବଡ଼ କଳାକାର ମଧ୍ୟ ଅମିତାଭଙ୍କ ଗୀତରେ ଡ୍ୟାନ୍ସ କରି ତାଙ୍କୁ ସମ୍ମାନ ଜଣାଇବେ।

ଐଶ୍ୱର୍ଯ୍ୟା ଓ ଅଭିଷେକ୍‌ ମଧ୍ୟ କିଛି ଖାସ୍‌ କରିବାର ଯୋଜନା କରିଛନ୍ତି। ସବୁଠୁ ଖାସ୍‌ କଥା ହେଉଛି ବିଗ୍‌ ବିଙ୍କ ଏହି ଜନ୍ମଦିନ ଉତ୍ସବକୁ ଟିଭିରେ ସିଧା ପ୍ରସାରଣ କରାଯିବ। ଫଳରେ ସମଗ୍ର ଦେଶବାସୀ ଏହାକୁ ଦେଖିପାରିବେ।

 

Related story