ଅନିଲ କାପୁରଙ୍କ ‘୨୪ ସିଜିନ-୨’ର ଟ୍ରେଲର ରିଲିଜ

ମୁମ୍ବାଇ: ଅନିଲ କାପୁରଙ୍କ ଟିଭି ସିରିଏଲ ‘୨୪ ସିଜିନ-୨’ର ଟ୍ରେଲର ବୁଧବାର ରିଲିଜ ହୋଇଛି। ଟ୍ରେଲରରେ ଅନିଲଙ୍କୁ ପୁଣି ଥରେ ଆତଙ୍କବାଦୀ ବିରୋଧୀ ସ୍କ୍ୱାର୍ଡର ଏଜେଣ୍ଟ ଜୟ ସିଂ ରାଠୋର ଭୂମିକାରେ ଦେଖିବାକୁ ମିଳୁଛି। ୨୪ ସିଜିନ-୨ ପ୍ରଥମ ସିଜିନଠାରୁ ମଧ୍ୟ ଅଧିକ ରୋମାଞ୍ଚକର ନଜର ଆସୁଛି। ’ଅନିଲ କହିଛନ୍ତି “ମୁଁ ଫିଲ୍ମରେ ମଧ୍ୟ କାମ କରୁଛି। ଏକାସାଙ୍ଗରେ ଫିଲ୍ମ ଓ ୨୪ ସିଜିନ-୨ରେ କାମ କରିବା ବହୁତ କଠିନ ଥିଲା। ମୋତେ ‘ଦିଲ ଧଡକନେ ଦୋ’ […]

anil

anil

Rakesh Mallick
  • Published: Thursday, 09 June 2016
  • Updated: 10 June 2016, 02:49 PM IST

ମୁମ୍ବାଇ: ଅନିଲ କାପୁରଙ୍କ ଟିଭି ସିରିଏଲ ‘୨୪ ସିଜିନ-୨’ର ଟ୍ରେଲର ବୁଧବାର ରିଲିଜ ହୋଇଛି। ଟ୍ରେଲରରେ ଅନିଲଙ୍କୁ ପୁଣି ଥରେ ଆତଙ୍କବାଦୀ ବିରୋଧୀ ସ୍କ୍ୱାର୍ଡର ଏଜେଣ୍ଟ ଜୟ ସିଂ ରାଠୋର ଭୂମିକାରେ ଦେଖିବାକୁ ମିଳୁଛି।

୨୪ ସିଜିନ-୨ ପ୍ରଥମ ସିଜିନଠାରୁ ମଧ୍ୟ ଅଧିକ ରୋମାଞ୍ଚକର ନଜର ଆସୁଛି। ’ଅନିଲ କହିଛନ୍ତି “ମୁଁ ଫିଲ୍ମରେ ମଧ୍ୟ କାମ କରୁଛି। ଏକାସାଙ୍ଗରେ ଫିଲ୍ମ ଓ ୨୪ ସିଜିନ-୨ରେ କାମ କରିବା ବହୁତ କଠିନ ଥିଲା। ମୋତେ ‘ଦିଲ ଧଡକନେ ଦୋ’ ଏବଂ ‘ୱେଲକମ୍‌ ବ୍ୟାକ’ ବି ପୁରା କରିବାକୁ ଥିଲା।”

ସେ କହିଥିଲେ, “ସ୍କ୍ରିପ୍ଟିଂରେ ସମୟ ଲାଗିଥାଏ। ଆଶା କରୁଛି ଆଗକୁ ଏତେ ସମୟ ଲାଗିବ ନାହିଁ।”

ଆମେରିକାର ପ୍ରସିଦ୍ଧ ଟିଭି ଶୋ ‘୨୪’ର ଭାରତୀୟ ସଂସ୍କରଣର ପ୍ରଥମ ସିଜିନ ୨୦୧୩ରେ ପ୍ରଦର୍ଶିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos