ଅନୁ ହେଲେ ଚନ୍ଦ୍ରମୁଖୀ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ୯୦ଦଶକର ବଲିଉଡ୍&zwnj; ଫିଲ୍ମ ଦେବଦାସ। ଫିଲ୍ମଟି ବେଶ୍ ହିଟ୍&zwnj; ହୋଇଥିଲା। ଏଥିରେ ଶାହାରୁଖ ସାଜିଥିଲେ ଦେବଦାସ୍। ପାରୋ ଭୂମିକାରେ ଅଭିନୟ କରିଥିଲେ ଐଶ୍ୱର୍ଯ୍ୟା ଏବଂ ଚନ୍ଦ୍ରମୁଖୀ ସାଜିଥିଲେ ମାଧୁରୀ ଦିକ୍ଷିତ୍&zwnj;। ଫିଲ୍ମ ଟି ସେ ସମୟର ଶ୍ରେଷ୍ଟ ଫିଲ୍ମ ଥିଲା। ବେଷ୍ଟ ଫିଲ୍ମ ଭାବେ ଅନେକ ପୁରସ୍କାର ହାତେଇଥିଲା ଦେବଦାସ୍&zwnj;। ଏମିତି ଏକ ରୋମାଞ୍ଚକର ଫିଲ୍ମକୁ ଭୁଲିବା ସହଜ କଥା ନୁହେଁ। ଆଜି ବି ଲୋକଙ୍କ ମନରେ ସଜ ଫୁଲ ପରି ରହିଛି ଫିଲ୍ମ ଦେବଦାସ।<br /> ବଲିଉଡ୍&zwnj; ପରେ ଏବେ ଦେବଦାସ୍&zwnj;କୁ ନେଇ ଓଲିଉଡ୍&zwnj; ନିର୍ମାଣ କରିବାକୁ ଯାଉଛି ଫିଲ୍ମ। ଫିଲ୍ମର ନାଁ ରହିଛି &#039;ନାୟକର ନା ଦେବଦାସ&#039;। ଯେଉଁଥିରେ ଚନ୍ଦ୍ରମୁଖୀ ସଜିଛନ୍ତି ଓଲିଉଡ୍&zwnj; ଡିଭା ଅନୁ ଚୌଧୁରୀ। ଏଥିସହ ଫିଲ୍ମରେ ବବି ମିଶ୍ର , ବିଜୟ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିବ। ମୃତ୍ୟୁଞ୍ଜୟ ସାହୁ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଓ ଗୀତିକାର ରହିଛନ୍ତି ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ।</p>

Ordigital Desk
  • Published: Thursday, 29 March 2018
  • Updated: 29 March 2018, 11:52 AM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ୯୦ଦଶକର ବଲିଉଡ୍&zwnj; ଫିଲ୍ମ ଦେବଦାସ। ଫିଲ୍ମଟି ବେଶ୍ ହିଟ୍&zwnj; ହୋଇଥିଲା। ଏଥିରେ ଶାହାରୁଖ ସାଜିଥିଲେ ଦେବଦାସ୍। ପାରୋ ଭୂମିକାରେ ଅଭିନୟ କରିଥିଲେ ଐଶ୍ୱର୍ଯ୍ୟା ଏବଂ ଚନ୍ଦ୍ରମୁଖୀ ସାଜିଥିଲେ ମାଧୁରୀ ଦିକ୍ଷିତ୍&zwnj;। ଫିଲ୍ମ ଟି ସେ ସମୟର ଶ୍ରେଷ୍ଟ ଫିଲ୍ମ ଥିଲା। ବେଷ୍ଟ ଫିଲ୍ମ ଭାବେ ଅନେକ ପୁରସ୍କାର ହାତେଇଥିଲା ଦେବଦାସ୍&zwnj;। ଏମିତି ଏକ ରୋମାଞ୍ଚକର ଫିଲ୍ମକୁ ଭୁଲିବା ସହଜ କଥା ନୁହେଁ। ଆଜି ବି ଲୋକଙ୍କ ମନରେ ସଜ ଫୁଲ ପରି ରହିଛି ଫିଲ୍ମ ଦେବଦାସ।<br />ବଲିଉଡ୍&zwnj; ପରେ ଏବେ ଦେବଦାସ୍&zwnj;କୁ ନେଇ ଓଲିଉଡ୍&zwnj; ନିର୍ମାଣ କରିବାକୁ ଯାଉଛି ଫିଲ୍ମ। ଫିଲ୍ମର ନାଁ ରହିଛି &#039;ନାୟକର ନା ଦେବଦାସ&#039;। ଯେଉଁଥିରେ ଚନ୍ଦ୍ରମୁଖୀ ସଜିଛନ୍ତି ଓଲିଉଡ୍&zwnj; ଡିଭା ଅନୁ ଚୌଧୁରୀ। ଏଥିସହ ଫିଲ୍ମରେ ବବି ମିଶ୍ର , ବିଜୟ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିବ। ମୃତ୍ୟୁଞ୍ଜୟ ସାହୁ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଓ ଗୀତିକାର ରହିଛନ୍ତି ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos