ଓଜନ କମେଇ ପାରିଲେନି ବାହୁବଳୀ ନାୟିକା, ଭାଙ୍ଗିଗଲା ଯୋଡ଼ି

ମୁମ୍ବାଇ: ‘ବାହୁବଳୀ-୨’ ଚଳଚ୍ଚିତ୍ର ନାୟିକା ଅନୁଷ୍କା ସେଟ୍ଟିଙ୍କ ଫ୍ୟାନ୍‌ଙ୍କ ପାଇଁ ଦୁଖଃ ଖବର। କାରଣ  ଫିଲ୍ମ ‘ସୋହା’ରେ ଆଉ ଅନୁଷ୍କା ଏବଂ ପ୍ରଭାଶଙ୍କ ଯୋଡ଼ି ଦେଖିବାକୁ ମିଳିବନି। ଖବରମୁତାବକ ଅନୁଷ୍କାଙ୍କୁ ଫିଲ୍ମ ସୋହା ପାଇଁ ଓଜନ କମାଇବା ଦରକାରଥିଲା। ବହୁବଳୀ- ୨ ରେ ଦେବସେନା ଚରିତ୍ରରେ ଅନୁଷ୍କା ସେଟ୍ଟିଙ୍କ ଖୁବ୍‌ ଡିମାଣ୍ଡ ଥିଲା। ଏହି ଫିଲ୍ମ ପାଇଁ ସେ ଓଜନ ବଢେଇଥିଲେ। କିନ୍ତୁ ଏବେ ସୋହା ଚଳଚ୍ଚିତ୍ର ପାଇଁ  ତାଙ୍କ ଓଜନ ମୁଖ୍ୟ ସମସ୍ୟା ସାଜିଛି। ଖବର […]

prabhas

prabhas

Rakesh Mallick
  • Published: Monday, 10 July 2017
  • Updated: 10 July 2017, 07:34 PM IST

Sports

Latest News

ମୁମ୍ବାଇ: ‘ବାହୁବଳୀ-୨’ ଚଳଚ୍ଚିତ୍ର ନାୟିକା ଅନୁଷ୍କା ସେଟ୍ଟିଙ୍କ ଫ୍ୟାନ୍‌ଙ୍କ ପାଇଁ ଦୁଖଃ ଖବର। କାରଣ  ଫିଲ୍ମ ‘ସୋହା’ରେ ଆଉ ଅନୁଷ୍କା ଏବଂ ପ୍ରଭାଶଙ୍କ ଯୋଡ଼ି ଦେଖିବାକୁ ମିଳିବନି। ଖବରମୁତାବକ ଅନୁଷ୍କାଙ୍କୁ ଫିଲ୍ମ ସୋହା ପାଇଁ ଓଜନ କମାଇବା ଦରକାରଥିଲା। ବହୁବଳୀ- ୨ ରେ ଦେବସେନା ଚରିତ୍ରରେ ଅନୁଷ୍କା ସେଟ୍ଟିଙ୍କ ଖୁବ୍‌ ଡିମାଣ୍ଡ ଥିଲା। ଏହି ଫିଲ୍ମ ପାଇଁ ସେ ଓଜନ ବଢେଇଥିଲେ। କିନ୍ତୁ ଏବେ ସୋହା ଚଳଚ୍ଚିତ୍ର ପାଇଁ  ତାଙ୍କ ଓଜନ ମୁଖ୍ୟ ସମସ୍ୟା ସାଜିଛି। ଖବର ମୁତାବକ ଓଜନ ବଢିବା କାରଣରୁ ଏହି ଫିଲ୍ମ ତାଙ୍କ ହାତରୁ ଚାଲିଯାଇଛି। ଏହି ଚଳଚ୍ଚିତ୍ର ପାଇଁ ସେ ଓଜନ କମେଇବା ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଓଜନ ଆହୁରି ୫ ରୁ ୮କିଲୋ ଅଧିକ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos