ବାଇସ୍କୋପ୍‌ ସମ୍ମାନରେ ସମ୍ମାନିତ ହେଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭେଟେରାନ୍ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଚଳିତବର୍ଷର ବାଇସ୍କୋପ୍ ଆୱାର୍ଡ ପ୍ରଦାନ କରାଯାଇଛି।  କଟକ ସହିଦ ଭବନରେ ଏକ ରଂଗାରଂଗ କାର୍ଯ୍ୟକ୍ରମରେ ହୋମ ଭିଡିଓ ଏଣ୍ଟରଟେନମେଣ୍ଟ ପକ୍ଷରୁ ତାଙ୍କୁ ପୁରସ୍କାର ଦିଆଯାଇଛି।  ଦୀର୍ଘ ୩୫ବର୍ଷ ଧରି ଅପରାଜିତା ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

aparajita

Rakesh Mallick
  • Published: Monday, 11 December 2017
  • , Updated: 11 December 2017, 02:42 PM IST

Related story