ରାହା ଦେଖାଇବେ ରେହମାନ୍‌,ବରିଷ୍ଠଙ୍କ ପାଇଁ ବଢ଼ାଇଲେ ସହଯୋଗର ହାତ

ମୁମ୍ବାଇ: ଏ.ଆର ରେହମାନ୍‌  ସବୁବେଳେ ସଙ୍ଗୀତକାରମାନଙ୍କୁ  ସାହାଯ୍ୟ କରିବା ସହ ତାଙ୍କ ସହ ଯୋଡ଼ି ରହିବାକୁ ଇଚ୍ଛା କରିଥାନ୍ତି। ତାଙ୍କର ଏହି ଇଚ୍ଛା ପୂରଣ ହୋଇଛି।  ଏ ନେଇ ସେ ହାର୍ଟ ମ୍ୟୁଜିସିଆନ୍ ଫାଉଣ୍ଡେସନ୍‌ ଗଠନ କରିଛନ୍ତି। ଏଥିସହ ଏକ କର୍ପସ ଫଣ୍ଡ ମଧ୍ୟ ଗଠନ କରି କଳାକାରମାନଙ୍କୁ ସଯୋଗ କରିବା ପାଇଁ ହାତ ବଢ଼ାଇଛନ୍ତି। ରେହମାନ୍‌ଙ୍କ ଏକ ଡକ୍ୟୁମେଣ୍ଟାରୀ କନସର୍ଟ ଫିଲ୍ମରେ ତାଙ୍କୁ ବହୁତ ସଫଳତା ମିଳିଥିଲା। ବହୁତ ଶୀଘ୍ର ଉତ୍ତର ପୂର୍ବ ଆମେରିକାରେ  ଏହି ଫିଲ୍ମକୁ ସିନେମା […]

A-R-Rahman-arrahman-

Rakesh Mallick
  • Published: Saturday, 18 March 2017
  • , Updated: 18 March 2017, 12:26 PM IST

ମୁମ୍ବାଇ: ଏ.ଆର ରେହମାନ୍‌  ସବୁବେଳେ ସଙ୍ଗୀତକାରମାନଙ୍କୁ  ସାହାଯ୍ୟ କରିବା ସହ ତାଙ୍କ ସହ ଯୋଡ଼ି ରହିବାକୁ ଇଚ୍ଛା କରିଥାନ୍ତି। ତାଙ୍କର ଏହି ଇଚ୍ଛା ପୂରଣ ହୋଇଛି।  ଏ ନେଇ ସେ ହାର୍ଟ ମ୍ୟୁଜିସିଆନ୍ ଫାଉଣ୍ଡେସନ୍‌ ଗଠନ କରିଛନ୍ତି। ଏଥିସହ ଏକ କର୍ପସ ଫଣ୍ଡ ମଧ୍ୟ ଗଠନ କରି କଳାକାରମାନଙ୍କୁ ସଯୋଗ କରିବା ପାଇଁ ହାତ ବଢ଼ାଇଛନ୍ତି।

ରେହମାନ୍‌ଙ୍କ ଏକ ଡକ୍ୟୁମେଣ୍ଟାରୀ କନସର୍ଟ ଫିଲ୍ମରେ ତାଙ୍କୁ ବହୁତ ସଫଳତା ମିଳିଥିଲା। ବହୁତ ଶୀଘ୍ର ଉତ୍ତର ପୂର୍ବ ଆମେରିକାରେ  ଏହି ଫିଲ୍ମକୁ ସିନେମା ହଲରେ ଦେଖିବାକୁ ମିଳିବ।

ରେହମାନ ୨୫ ବର୍ଷ ହେବ ସଙ୍ଗୀତ ଦୁନିଆରେ ପାଦ ଥାପିଲେଣି।

 

Related story