ଆନୁଷ୍ଠାନିକ ଭାବେ ଅଲଗା ହେଲେ ମଲାଇକା ଓ ଅରବାଜ୍‌; ଛାଡ଼ପତ୍ରକୁ କୋର୍ଟଙ୍କ ମଞ୍ଜୁରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଓ ଅରବାଜ୍‌ ଖାନଙ୍କ ଛାଡ଼ପତ୍ରକୁ ବାନ୍ଦ୍ରା ସ୍ଥିତ ଫ୍ୟାମିଲି କୋର୍ଟ ମଞ୍ଜୁର କରିଛନ୍ତି। ଗତକାଲି ଦୁହିଁଙ୍କ ମଧ୍ୟରେ ୧୮ ବର୍ଷର ବୈବାହିକ ସମ୍ପର୍କ ଆନୁଷ୍ଠାନିକ ଭାବେ ଛିନ୍ନ ହୋଇଛି । ସେମାନଙ୍କର ଗୋଟିଏ ପୁଅ ଅଛି। ତାଙ୍କ ନାଁ ଅରହାନ। ସେ ମାଆ ମଲାଇକାଙ୍କ ପାଖରେ ରହିବେ।  ଅରବାଜ୍ ଯେତେବେଳେ ଚାହିଁବେ ପୁଅକୁ ଦେଖା କରିପାରିବେ। ସୌଜନ୍ୟ- ଆଜତକ୍‌ ଫଟୋ- ଆଜତକ୍‌

arbaaz_malaika_

Rakesh Mallick
  • Published: Friday, 12 May 2017
  • , Updated: 12 May 2017, 09:29 AM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଓ ଅରବାଜ୍‌ ଖାନଙ୍କ ଛାଡ଼ପତ୍ରକୁ ବାନ୍ଦ୍ରା ସ୍ଥିତ ଫ୍ୟାମିଲି କୋର୍ଟ ମଞ୍ଜୁର କରିଛନ୍ତି। ଗତକାଲି ଦୁହିଁଙ୍କ ମଧ୍ୟରେ ୧୮ ବର୍ଷର ବୈବାହିକ ସମ୍ପର୍କ ଆନୁଷ୍ଠାନିକ ଭାବେ ଛିନ୍ନ ହୋଇଛି । ସେମାନଙ୍କର ଗୋଟିଏ ପୁଅ ଅଛି। ତାଙ୍କ ନାଁ ଅରହାନ। ସେ ମାଆ ମଲାଇକାଙ୍କ ପାଖରେ ରହିବେ।  ଅରବାଜ୍ ଯେତେବେଳେ ଚାହିଁବେ ପୁଅକୁ ଦେଖା କରିପାରିବେ।

ସୌଜନ୍ୟ- ଆଜତକ୍‌

ଫଟୋ- ଆଜତକ୍‌

Related story