ସଲମାନ ବାହା ହୁଅନ୍ତୁ ବୋଲି କାହିଁକି ଚାହାଁନ୍ତିନି ଅରବାଜ?

ମୁମ୍ବାଇ: ଦବଙ୍ଗ ଖାନ ସଲମାନ ଖାନ୍‌ଙ୍କୁ ୫୧ ଟପିଲାଣି। କିନ୍ତୁ ଏପର୍ଯ୍ୟନ୍ତ ସେ ବିବାହ କରି ନାହାନ୍ତି। ଫ୍ୟାନମାନେ ତାଙ୍କ ବିବାହକୁ ଉତ୍କଣ୍ଠା ସହ ଚାହିଁ ବସିଛନ୍ତି। କିନ୍ତୁ ସଲମାନଙ୍କ ଭାଇ ଅରବାଜ ଖାନ୍‌ ତାଙ୍କର ବିବାହ ହେଉ ବୋଲି ଚାହାଁନ୍ତି ନାହିଁ। ଚାଟ୍ ଶୋ ‘କଫି ୱିଥ୍ କରଣ’ ରେ ସେ ଏହା କହିଛନ୍ତି। ସେ କହିଥିଲେ,“ସଲମାନ ସିଙ୍ଗଲ୍ ଅଛି, ଭଲରେ ଅଛି। ଆଖପାଖରେ ଯେଉଁ ଘଟଣା ସବୁ ଘଟୁଛି ସେ ଦେଖୁଛି।” ନିକଟରେ ମଲାଇକା […]

salman-arbaz,,

Rakesh Mallick
  • Published: Saturday, 17 June 2017
  • , Updated: 19 June 2017, 02:46 PM IST

ମୁମ୍ବାଇ: ଦବଙ୍ଗ ଖାନ ସଲମାନ ଖାନ୍‌ଙ୍କୁ ୫୧ ଟପିଲାଣି। କିନ୍ତୁ ଏପର୍ଯ୍ୟନ୍ତ ସେ ବିବାହ କରି ନାହାନ୍ତି। ଫ୍ୟାନମାନେ ତାଙ୍କ ବିବାହକୁ ଉତ୍କଣ୍ଠା ସହ ଚାହିଁ ବସିଛନ୍ତି। କିନ୍ତୁ ସଲମାନଙ୍କ ଭାଇ ଅରବାଜ ଖାନ୍‌ ତାଙ୍କର ବିବାହ ହେଉ ବୋଲି ଚାହାଁନ୍ତି ନାହିଁ। ଚାଟ୍ ଶୋ ‘କଫି ୱିଥ୍ କରଣ’ ରେ ସେ ଏହା କହିଛନ୍ତି।

ସେ କହିଥିଲେ,“ସଲମାନ ସିଙ୍ଗଲ୍ ଅଛି, ଭଲରେ ଅଛି। ଆଖପାଖରେ ଯେଉଁ ଘଟଣା ସବୁ ଘଟୁଛି ସେ ଦେଖୁଛି।”

ନିକଟରେ ମଲାଇକା ସହ ଅରବାଜଙ୍କର ଛାଡ଼ପତ୍ର ହୋଇଯାଇଛି। ସେଥିପାଇଁ ଅରବାଜ ଚାହାଁନ୍ତି ନାହିଁ ତାଙ୍କ ଭାଇ ମଧ୍ୟ ଏଭଳି ଦୁଃଖ ଭୋଗନ୍ତୁ।

ସୌଜନ୍ୟ- ୟଙ୍ଗିସ୍ତାନ

Related story