‘କନେଡା’ରେ ଏକାଠି ଆସିବେ ଅର୍ଜ୍ଜୁନ-ଅନୁଷ୍କା

ମୁମ୍ବାଇ : ପିକେ ଷ୍ଟାର ଅନୁଷ୍କା ଶର୍ମା ତାଙ୍କ ଆଗାମୀ ଫିଲ୍ମ ‘କନେଡା’ ରେ ‘କି ଆଣ୍ଡ କା’ ଷ୍ଟାର ଅର୍ଜ୍ଜୁନ କପୁରଙ୍କ ସହିତ ନଜର ଆସିପାରନ୍ତି । ଏହା ସମ୍ଭବ ହେଲେ ପ୍ରଥମ ଥର ପାଇଁ ଅନୁଷ୍କା ଓ ଅର୍ଜ୍ଜୁନଙ୍କ ଯୋଡିକୁ ଦେଖିବାକୁ ମିଳିବ । ‘ଏନଏଚ୧୦’ ର ନିର୍ଦ୍ଦେଶକ ନବଦୀପ ସିଂ ଏହି ଫିଲ୍ମ ନିର୍ଦ୍ଦେଶନା ଦେବେ । ଅନୁଷ୍କା ‘କନେଡା’ ରେ ଅଭିନୟ ସହ ପ୍ରଯୋଜନା ମଧ୍ୟ କରିବେ । ଫିଲ୍ମରେ ଅର୍ଜ୍ଜୁନଙ୍କୁ […]

arjun-anuska

arjun-anuska

Rakesh Mallick
  • Published: Wednesday, 06 July 2016
  • Updated: 06 July 2016, 06:52 PM IST

Sports

Latest News

ମୁମ୍ବାଇ : ପିକେ ଷ୍ଟାର ଅନୁଷ୍କା ଶର୍ମା ତାଙ୍କ ଆଗାମୀ ଫିଲ୍ମ ‘କନେଡା’ ରେ ‘କି ଆଣ୍ଡ କା’ ଷ୍ଟାର ଅର୍ଜ୍ଜୁନ କପୁରଙ୍କ ସହିତ ନଜର ଆସିପାରନ୍ତି । ଏହା ସମ୍ଭବ ହେଲେ ପ୍ରଥମ ଥର ପାଇଁ ଅନୁଷ୍କା ଓ ଅର୍ଜ୍ଜୁନଙ୍କ ଯୋଡିକୁ ଦେଖିବାକୁ ମିଳିବ ।

‘ଏନଏଚ୧୦’ ର ନିର୍ଦ୍ଦେଶକ ନବଦୀପ ସିଂ ଏହି ଫିଲ୍ମ ନିର୍ଦ୍ଦେଶନା ଦେବେ । ଅନୁଷ୍କା ‘କନେଡା’ ରେ ଅଭିନୟ ସହ ପ୍ରଯୋଜନା ମଧ୍ୟ କରିବେ । ଫିଲ୍ମରେ ଅର୍ଜ୍ଜୁନଙ୍କୁ ନେବାକୁ କଥାବାର୍ତ୍ତା ଚାଲିଛି ।

ଫିଲ୍ମର ଟାଇଟଲଟି ପଞ୍ଜାବି ମାନେ ‘କନାଡା’ ଶଦ୍ଧକୁ ‘କନେଡା’ କହୁଥିବା ଉପରେ ଆଧାରିତ ହୋଇଛି । ଏହା ଅନୁଷ୍କାଙ୍କର ‘ଏନଏଚ୧୦’ ଏବଂ ‘ଫିଲୌରୀ’ ପରେ ତୃତୀୟହୋମ ପ୍ରଡକ୍ସନ ଫିଲ୍ମ । ନିକଟରେ ‘ଫିଲୌରୀ’ ର ସୁଟିଂ ଶେଷ କରିଛନ୍ତି । ଅର୍ଜ୍ଜୁନଙ୍କ ହାତରେ ‘ହାଫ ଗର୍ଲଫ୍ରେଣ୍ଡ’ ଓ ‘ମୁବାରକା’ ଅଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story