ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କର ଧର୍ମ ସହ କିଛି ସମ୍ପର୍କ ନାହିଁ : ଆମିର ଖାନ୍‌

ମୁମ୍ବାଇ : ଇଦ ଅବସରରେ ‘ପିକେ’ ଷ୍ଟାର ଆମିର ଖାନ୍‌ ବିବାଦୀୟ ଇସଲାମିକ ଧର୍ମ ପ୍ରଚାରକ ଜାକିର ନାଏକଙ୍କୁ ସମାଲୋଚନା କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ଆମିର କହିଛନ୍ତି, “ଯେଉଁମାନେ ଆତଙ୍କବାଦୀ କାର୍ଯ୍ୟକଳାପ ବଢାଉଛନ୍ତି, ସେମାନଙ୍କର ଧର୍ମ ସହ କୌଣସି ସମ୍ପର୍କ ନାହିଁ ।” ଆମିର ‘ଦବଙ୍ଗ’ ଷ୍ଟାର ସଲମାନଙ୍କ ‘ସୁଲତାନ’ ଫିଲ୍ମକୁ ଖୁବ୍ ପ୍ରଶଂସା କରିବା ସହିତ ନିଜର ଆଗାମୀ ଫଲ୍ମ ‘ଦଙ୍ଗଲ୍’ ବିଷୟରେ ମଧ୍ୟ ଚର୍ଚ୍ଚା କରିଛନ୍ତି। ଆମିର […]

amir

amir

Rakesh Mallick
  • Published: Thursday, 07 July 2016
  • Updated: 07 July 2016, 07:10 PM IST

Sports

Latest News

ମୁମ୍ବାଇ : ଇଦ ଅବସରରେ ‘ପିକେ’ ଷ୍ଟାର ଆମିର ଖାନ୍‌ ବିବାଦୀୟ ଇସଲାମିକ ଧର୍ମ ପ୍ରଚାରକ ଜାକିର ନାଏକଙ୍କୁ ସମାଲୋଚନା କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ଆମିର କହିଛନ୍ତି, “ଯେଉଁମାନେ ଆତଙ୍କବାଦୀ କାର୍ଯ୍ୟକଳାପ ବଢାଉଛନ୍ତି, ସେମାନଙ୍କର ଧର୍ମ ସହ କୌଣସି ସମ୍ପର୍କ ନାହିଁ ।”

ଆମିର ‘ଦବଙ୍ଗ’ ଷ୍ଟାର ସଲମାନଙ୍କ ‘ସୁଲତାନ’ ଫିଲ୍ମକୁ ଖୁବ୍ ପ୍ରଶଂସା କରିବା ସହିତ ନିଜର ଆଗାମୀ ଫଲ୍ମ ‘ଦଙ୍ଗଲ୍’ ବିଷୟରେ ମଧ୍ୟ ଚର୍ଚ୍ଚା କରିଛନ୍ତି।

ଆମିର ‘ସୁଲତାନ’ ପ୍ରସଙ୍ଗରେ କହିଛନ୍ତି,“ମୁଁ ସୁଲତାନ ଦେଖିଲି, ଫିଲ୍ମଟି ବହୁତ ଭଲ ହୋଇଛି । ଫିଲ୍ମରେ ମୋତେ କୌଣସି ଅଭାବ ଦେଖାଗଲା ନାହିଁ । ଏହା ଏକ ପ୍ରେରଣାଦାୟକ ଫିଲ୍ମ ଅଟେ । ଫିଲ୍ମର ଦ୍ୱିତୀୟାର୍ଦ୍ଧରେ ମୁଁ ବହୁତ କାନ୍ଦିଥିଲି ଏବଂ ବେଳେବେଳେ ହସିଥିଲି ମଧ୍ୟ ଫିଲ୍ମଟି ପ୍ରବଳ ଭାବପ୍ରବଣ । ଏହା ସହିତ ଆମିର ଏକଥା ମଧ୍ୟ କହିଛନ୍ତି ଯେ ‘ସୁଲତାନ’ ତାଙ୍କ ଫିଲ୍ମ ‘ପିକେ’ର ରେର୍କଡ ମଧ୍ୟ ଭାଙ୍ଗିପାରିବ ।

ଦେଶରେ ବଢୁଥିବା ଆତଙ୍କବାଦ ବିଷୟରେ ପଚରାଯିବାରୁ ଆମିର କହିଛନ୍ତି,“ଯେଉଁମାନେ ଧର୍ମ ନାମରେ ଉଗ୍ରବାଦର ପ୍ରସାର କରୁଛନ୍ତି ସେମାନେ ଏହା ଧର୍ମ ପାଇଁ କରୁଛନ୍ତି ବୋଲି ଯେତେ କହିଲେ ମଧ୍ୟ ପରିଶେଷରେ ଭୁଲ୍ ହିଁ ସାବସ୍ତ୍ୟ ହୁଅନ୍ତି ।” ସେ କହିଛନ୍ତି ଯଦି ଏଭଳି ଲୋକମାନେ ଧର୍ମକୁ ମାନୁଥାନ୍ତେ ତେବେ ପ୍ରେମ-ଭଲପାଇବାର କଥା କୁହନ୍ତେ, କାରଣ ଧର୍ମ ଭଲପାଇବା ଶିଖାଇଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story