ବଡ଼ ପରଦାରେ ପୁଣି ଏକାଠି ଆସିବେ ଆୟୁଷ୍ମାନ ଓ ଭୂମି ପେଡ୍‌ନେକର

ମୁମ୍ବାଇ: ପୁଣି ଥରେ ବଡ଼ ପରଦାରେ ଲକାଠି ନଜର ଆସିବେ ଆୟୁଷ୍ମାନ ଓ ଭୂମି ପେଡନେକର। ‘ଦମ୍‌ ଲଗାକେ ହଇସା’ ରେ ନିଜର ଖଟା ମିଠା ଅନ୍ଦାଜରେ ସମସ୍ତଙ୍କ ମନ ଜିତିବା ପରେ ଉଭୟଙ୍କୁ ମିଳିଛି ଆଉ ଏକ ଫିଲ୍ମର ଅଫର। ଉଭୟ ‘ଶୁଭ ମଙ୍ଗଲ ସାବଧାନ’ ରେ ଲିଡ୍‌ ଭୂମିକାରେ ଅଭିନୟ କରିବେ। ଏହି ଖବର ଆୟୁଷ୍ମାନ ଟ୍ୱିଟ୍‌ କରି ଜଣାଇଛନ୍ତି। ଏହା ‘କଲ୍ୟାଣ ସମୟାଲ ସାଧମ’ ତାମିଲ ଫିଲ୍ମର ହିନ୍ଦୀ ରିମେକ୍‌। ଏହାର ନିର୍ଦ୍ଦେଶନା […]

ayusman-bhumika

Rakesh Mallick
  • Published: Tuesday, 17 January 2017
  • , Updated: 17 January 2017, 06:20 PM IST

ମୁମ୍ବାଇ: ପୁଣି ଥରେ ବଡ଼ ପରଦାରେ ଲକାଠି ନଜର ଆସିବେ ଆୟୁଷ୍ମାନ ଓ ଭୂମି ପେଡନେକର। ‘ଦମ୍‌ ଲଗାକେ ହଇସା’ ରେ ନିଜର ଖଟା ମିଠା ଅନ୍ଦାଜରେ ସମସ୍ତଙ୍କ ମନ ଜିତିବା ପରେ ଉଭୟଙ୍କୁ ମିଳିଛି ଆଉ ଏକ ଫିଲ୍ମର ଅଫର।

ଉଭୟ ‘ଶୁଭ ମଙ୍ଗଲ ସାବଧାନ’ ରେ ଲିଡ୍‌ ଭୂମିକାରେ ଅଭିନୟ କରିବେ। ଏହି ଖବର ଆୟୁଷ୍ମାନ ଟ୍ୱିଟ୍‌ କରି ଜଣାଇଛନ୍ତି। ଏହା ‘କଲ୍ୟାଣ ସମୟାଲ ସାଧମ’ ତାମିଲ ଫିଲ୍ମର ହିନ୍ଦୀ ରିମେକ୍‌। ଏହାର ନିର୍ଦ୍ଦେଶନା କରିବେ ଆର୍‌.ଏସ୍‌. ପ୍ରଶନ୍ନା।

Related story