ଉତ୍ତର ଜାଣିଥିଲେ, କହିଥିଲେ ୭ କୋଟି ପାଇଥା’ନ୍ତେ

ମୁମ୍ୱାଇ: ‘କୌନ୍‌ ବନେଗା କରୋଡ୍‌ପତି’ ସିଜନ୍‌ ୧୧ର ଦ୍ୱିତୀୟ କୋଟିପତି ହୋଇଛନ୍ତି ବବିତା ତାଡ଼େ। ସେ ଏହି ଶୋ’ରେ ୧ କୋଟି ଟଙ୍କା ଜିତିଛନ୍ତି। ମହାରାଷ୍ଟ୍ରର ଅମରାବତୀର ବାସିନ୍ଦା ବବିତା ଏକ ସ୍କୁଲ୍‌ରେ ପାଚିକା ଭାବେ କାର୍ଯ୍ୟ କରନ୍ତି ଓ ମାସକୁ ୧୫୦୦ ଟଙ୍କା ପାରିଶ୍ରମିକ ପା’ନ୍ତି। ସେଥିପାଇଁ ତାଙ୍କର ଏ ସଫଳତା ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ତେବେ ତାଙ୍କ ପାଖରେ ୭ କୋଟି ଟଙ୍କା ଜିତିବାର ସୁଯୋଗ ଥିଲା। ଏଥିପାଇଁ ତାଙ୍କୁ ଯେଉଁ […]

babita

babita

Jitendra Garnayak
  • Published: Friday, 20 September 2019
  • Updated: 20 September 2019, 05:25 PM IST

Sports

Latest News

ମୁମ୍ୱାଇ: ‘କୌନ୍‌ ବନେଗା କରୋଡ୍‌ପତି’ ସିଜନ୍‌ ୧୧ର ଦ୍ୱିତୀୟ କୋଟିପତି ହୋଇଛନ୍ତି ବବିତା ତାଡ଼େ। ସେ ଏହି ଶୋ’ରେ ୧ କୋଟି ଟଙ୍କା ଜିତିଛନ୍ତି। ମହାରାଷ୍ଟ୍ରର ଅମରାବତୀର ବାସିନ୍ଦା ବବିତା ଏକ ସ୍କୁଲ୍‌ରେ ପାଚିକା ଭାବେ କାର୍ଯ୍ୟ କରନ୍ତି ଓ ମାସକୁ ୧୫୦୦ ଟଙ୍କା ପାରିଶ୍ରମିକ ପା’ନ୍ତି। ସେଥିପାଇଁ ତାଙ୍କର ଏ ସଫଳତା ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ତେବେ ତାଙ୍କ ପାଖରେ ୭ କୋଟି ଟଙ୍କା ଜିତିବାର ସୁଯୋଗ ଥିଲା। ଏଥିପାଇଁ ତାଙ୍କୁ ଯେଉଁ ପ୍ରଶ୍ନଟି ପଚରା ଯାଇଥିଲା, ତା’ର ଉତ୍ତର ବି ସେ ଜାଣିଥିଲେ। କିନ୍ତୁ ଟିକେ ଦ୍ୱନ୍ଦ୍ୱ ରହିଲା ବୋଲି ସେ ସେଥିରୁ ଓହରି ଯାଇଥିଲେ।

୭ କୋଟି ଟଙ୍କା ପାଇଁ ଶୋ’ର ହୋଷ୍ଟ୍ ଅମିତାଭ ବଚ୍ଚନ ତାଙ୍କୁ ଯେଉଁ ପ୍ରଶ୍ନଟି କରିଥିଲେ, ତାହା ହେଉଛି- କେଉଁ ରାଜ୍ୟର ସବୁଠୁ ଅଧିକ ରାଜ୍ୟପାଳ ପରବର୍ତ୍ତୀ ସମୟରେ ଦେଶର ରାଷ୍ଟ୍ରପତି ହୋଇଥିଲେ?

ଏଥିପାଇଁ ଯେଉଁ ଚାରୋଟି ବିକଳ୍ପ ଦିଆଯାଇଥିଲା, ସେଗୁଡ଼ିକ ହେଉଛି- ରାଜସ୍ଥାନ, ବିହାର, ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶ। ଆଉ ଠିକ୍ ଉତ୍ତର ହେଉଛି- ବିହାର। ବବିତା ମଧ୍ୟ ବିହାର ବୋଲି ଜାଣିଥିଲେ, କିନ୍ତୁ ଟିକେ ଦ୍ୱନ୍ଦ୍ୱରେ ରହିବାରୁ ଓହରି ଯିବାକୁ ପସନ୍ଦ କରିଥିଲେ।

ବବିତା ଏକ ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରନ୍ତି। ସେ ସ୍କୁଲ୍‌ରେ ୪୫୦ ପିଲା ପଢ଼ନ୍ତି। ସେ ସେମାନଙ୍କ ପାଇଁ ଖେଚୁଡ଼ି ତିଆରି କରନ୍ତି। ପାରିଶ୍ରମିକ ବାବଦକୁ କମ୍‌ ଟଙ୍କା ମିଳୁଥିବା ସତ୍ତ୍ୱେ ତାଙ୍କ ଖେଚୁଡ଼ିକୁ ପିଲାମାନେ ବେଶ୍ ପସନ୍ଦ କରୁଥିବାରୁ ତାଙ୍କୁ ଆତ୍ମସନ୍ତୋଷ ମିଳେ ବୋଲି ସେ ଶୋ’ରେ ଅମିତାଭ ବଚ୍ଚନଙ୍କୁ କହିଥିଲେ। ସେହିପରି ଶୋ’ରେ ସେ ଜିତିଥିବା ପୁରସ୍କାର ରାଶିରେ ସେ ତାଙ୍କ ଗାଁରେ ଏକ ମନ୍ଦିର ନିର୍ମାଣ କରିବା ସହିତ ତାଙ୍କ ସ୍ୱାମୀଙ୍କୁ ଦେଶ ଭ୍ରମଣରେ ନେବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story