‘ବଦ୍ରିନାଥ କି ଦୁଲ୍‌ହନିଆ’ର ପ୍ରଥମ ଟ୍ରେଲର ରିଲିଜ୍‌

ମୁମ୍ବାଇ: ଟିଜର ପରେ ରିଲିଜ୍‌ ହେଲା ‘ବଦ୍ରିନାଥ କି ଦୁଲ୍‌ହନିଆ’ର ପ୍ରଥମ ଟ୍ରେଲର। ଫିଲ୍ମର ଷ୍ଟୋରୀ ବଦ୍ରିନାଥ  (ବରୁଣ ଧାୱନ୍‌) ଓ ବୈଦେହୀ (ଆଲିଆ ଭଟ୍ଟ)ଙ୍କ ମଧ୍ୟରେ ଥିବା ପ୍ରେମ କାହାଣୀ ଉପରେ ଆଧାରିତ। ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟିଜରରେ ଆଲିଆ ଭଟ୍ଟଙ୍କୁ ଦେଖା ଯାଇ ନ ଥିଲା। କିନ୍ତୁ ଟିଜରରେ ବରୁଣଙ୍କ ଅନ୍ଦାଜ ଖୁବ୍‌ ସୁନ୍ଦର ରହିଥିଲା। ଫିଲ୍ମଟି ମାର୍ଚ୍ଚ ୧୦ରେ ରିଲିଜ ହେବାର ଖବର ରହିଛି।

badrinath-ki-dulhania-

Rakesh Mallick
  • Published: Thursday, 02 February 2017
  • , Updated: 02 February 2017, 03:02 PM IST

ମୁମ୍ବାଇ: ଟିଜର ପରେ ରିଲିଜ୍‌ ହେଲା ‘ବଦ୍ରିନାଥ କି ଦୁଲ୍‌ହନିଆ’ର ପ୍ରଥମ ଟ୍ରେଲର। ଫିଲ୍ମର ଷ୍ଟୋରୀ ବଦ୍ରିନାଥ  (ବରୁଣ ଧାୱନ୍‌) ଓ ବୈଦେହୀ (ଆଲିଆ ଭଟ୍ଟ)ଙ୍କ ମଧ୍ୟରେ ଥିବା ପ୍ରେମ କାହାଣୀ ଉପରେ ଆଧାରିତ।

ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟିଜରରେ ଆଲିଆ ଭଟ୍ଟଙ୍କୁ ଦେଖା ଯାଇ ନ ଥିଲା। କିନ୍ତୁ ଟିଜରରେ ବରୁଣଙ୍କ ଅନ୍ଦାଜ ଖୁବ୍‌ ସୁନ୍ଦର ରହିଥିଲା।

ଫିଲ୍ମଟି ମାର୍ଚ୍ଚ ୧୦ରେ ରିଲିଜ ହେବାର ଖବର ରହିଛି।

Related story