ସମସ୍ତଙ୍କ ବାପା ‘ବାହୁବଲୀ ୨’, ପ୍ରଥମ ଦିନର ଆୟ ୨୦୧ କୋଟି

ମୁମ୍ୱାଇ: ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ବାହୁବଲୀ-ଟୁ ଗତକାଲି ରିଲିଜ୍‌ ହୋଇଯାଇଛି। ଫିଲ୍ମକୁ ନେଇ ଦର୍ଶକ ଏତେ ଉତ୍ସାହିତ ଥିଲେ ଯେ ପ୍ରି ବୁକିଂରୁ ଫିଲ୍ମର ଆୟ ସମ୍ପର୍କରେ ସହଜରେ ଜଣା ପଡୁଥିଲା। କେବଳ ଭାରତ ନୁହେଁ ସାରା ବିଶ୍ୱରେ ବାହୁବଲୀ-ଟୁ ନେଇ ଚାଲିଛି ଚର୍ଚ୍ଚା। ଫିଲ୍ମ ସମୀକ୍ଷକ ମତରେ ଏହି ଫିଲ୍ମ ସାରା ବିଶ୍ୱରେ ଗତକାଲି ପ୍ରଥମ ଦିନରେ ୨୦୧ କୋଟି ଟଙ୍କା ଆୟ କରିଛି।   ପ୍ରଥମ ଦିନରେ ଭାରତରେ ୧୪୫ କୋଟି, ୟୁଏସ୍‌ରେ […]

baahubali 2

Rakesh Mallick
  • Published: Saturday, 29 April 2017
  • , Updated: 29 April 2017, 12:13 PM IST

ମୁମ୍ୱାଇ: ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ବାହୁବଲୀ-ଟୁ ଗତକାଲି ରିଲିଜ୍‌ ହୋଇଯାଇଛି। ଫିଲ୍ମକୁ ନେଇ ଦର୍ଶକ ଏତେ ଉତ୍ସାହିତ ଥିଲେ ଯେ ପ୍ରି ବୁକିଂରୁ ଫିଲ୍ମର ଆୟ ସମ୍ପର୍କରେ ସହଜରେ ଜଣା ପଡୁଥିଲା। କେବଳ ଭାରତ ନୁହେଁ ସାରା ବିଶ୍ୱରେ ବାହୁବଲୀ-ଟୁ ନେଇ ଚାଲିଛି ଚର୍ଚ୍ଚା। ଫିଲ୍ମ ସମୀକ୍ଷକ ମତରେ ଏହି ଫିଲ୍ମ ସାରା ବିଶ୍ୱରେ ଗତକାଲି ପ୍ରଥମ ଦିନରେ ୨୦୧ କୋଟି ଟଙ୍କା ଆୟ କରିଛି।   ପ୍ରଥମ ଦିନରେ ଭାରତରେ ୧୪୫ କୋଟି, ୟୁଏସ୍‌ରେ ୩୩ କୋଟି, ଗଲ୍ଫରେ  ୧୧କୋଟି ଓ ଅନ୍ୟ ସବୁ ସ୍ଥାନରେ ୧୨ କୋଟି ଟଙ୍କା ଆୟ କରିଥିବା ଆକଳନ କରାଯାଉଛି।

Related story