ରିଲିଜ ହେଲା ‘ବାହୁବଲୀ-୨’ର ନୂଆ ପୋଷ୍ଟର

ମୁମ୍ବାଇ: ‘ବାହୁବଲୀ’ରେ ଭଲ୍ଲାଲାଲ୍‌ ଦେବ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ରାଣା ଡଗ୍ଗୁବତୀଙ୍କ ଜନ୍ମ ଦିନରେ ରିଲିଜ ହେଲା ‘ବାହୁବଲୀ-୨’ର ନୂଆ ପୋଷ୍ଟର। ନିର୍ଦ୍ଦେଶକ ଏସ୍‌.ଏସ୍‌ ରାଜାମୌଲି ଫିଲ୍ମର ନୂଆ ପୋଷ୍ଟର ଟ୍ୱିଟର ମାଧ୍ୟମରେ ରିଲିଜ କରିଛନ୍ତି। ଏହି ନୂଆ ପୋଷ୍ଟରରେ ରାଣା ଖୁବ୍‌ ଦମ୍‌ଦାର ଦେଖାଯାଉଛନ୍ତି। ତେବେ ଫିଳ୍ମର ପ୍ରଥମ ଲୁକ୍‌ ଅଭିନେତା ପ୍ରଭାସଙ୍କ ଜନ୍ମଦିନରେ ରିଲିଜ କରାଯାଇଥିଲା। ତେବେ ‘ବାହୁବଲୀ-୨’ ଆସନ୍ତା ବର୍ଷ ୨୮ ଏପ୍ରିଲରେ ରିଲିଜ କରାଯିବ।

rana-daggubatis-new-posters-baahubali-bahubali-2-released

Rakesh Mallick
  • Published: Wednesday, 14 December 2016
  • , Updated: 14 December 2016, 05:50 PM IST

ମୁମ୍ବାଇ: ‘ବାହୁବଲୀ’ରେ ଭଲ୍ଲାଲାଲ୍‌ ଦେବ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ରାଣା ଡଗ୍ଗୁବତୀଙ୍କ ଜନ୍ମ ଦିନରେ ରିଲିଜ ହେଲା ‘ବାହୁବଲୀ-୨’ର ନୂଆ ପୋଷ୍ଟର। ନିର୍ଦ୍ଦେଶକ ଏସ୍‌.ଏସ୍‌ ରାଜାମୌଲି ଫିଲ୍ମର ନୂଆ ପୋଷ୍ଟର ଟ୍ୱିଟର ମାଧ୍ୟମରେ ରିଲିଜ କରିଛନ୍ତି।

ଏହି ନୂଆ ପୋଷ୍ଟରରେ ରାଣା ଖୁବ୍‌ ଦମ୍‌ଦାର ଦେଖାଯାଉଛନ୍ତି। ତେବେ ଫିଳ୍ମର ପ୍ରଥମ ଲୁକ୍‌ ଅଭିନେତା ପ୍ରଭାସଙ୍କ ଜନ୍ମଦିନରେ ରିଲିଜ କରାଯାଇଥିଲା। ତେବେ ‘ବାହୁବଲୀ-୨’ ଆସନ୍ତା ବର୍ଷ ୨୮ ଏପ୍ରିଲରେ ରିଲିଜ କରାଯିବ।

Related story