୧୦୦୦ କୋଟି ଆୟ କରିବାରେ ‘ବାହୁବଲୀ ୨’ ହେବ ପ୍ରଥମ ଭାରତୀୟ ଫିଲ୍ମ!

ମୁମ୍ବାଇ: ‘ବାହୁବଲୀ ୨’ ରିଲିଜ୍ ହେବାକୁ ଆଉ ୫୦ ଦିନ ବାକି ଅଛି। ତେଣୁ #50daystoBaahubali2 ବି ଟ୍ରେଡିଂ କରିବା ଆରମ୍ଭ କରିଛି।  କୁହାଯାଉଛି ମାର୍ଚ୍ଚ ୧୫ ତାରିଖରେ ଏହାର ଟ୍ରେଲର ରିଲିଜ୍ ହେବ। କିନ୍ତୁ ନିର୍ଦ୍ଦେଶକ ରାଜାମୌଲୀ ଏ ନେଇ କିଛି ସୂଚନା ଦେଇନାହାନ୍ତି। ‘ବାହୁବଲୀ ୨’ର ବଜେଟ୍ ୨୪୩ କୋଟି ବୋଲି କୁହାଯାଉଛି। ରିଲିଜ୍ ପୂର୍ବରୁ ‘ବାହୁବଲୀ ୨’ ୫୦୦ କୋଟି ଆୟ କରି ସାରିଛି। ଟ୍ରେଡ୍ ପଣ୍ଡିତଙ୍କ ଆଶା ଯେ ‘ବାହୁବଲୀ ୨’ […]

bahubali2

Rakesh Mallick
  • Published: Friday, 10 March 2017
  • , Updated: 10 March 2017, 03:29 PM IST

ମୁମ୍ବାଇ: ‘ବାହୁବଲୀ ୨’ ରିଲିଜ୍ ହେବାକୁ ଆଉ ୫୦ ଦିନ ବାକି ଅଛି। ତେଣୁ #50daystoBaahubali2 ବି ଟ୍ରେଡିଂ କରିବା ଆରମ୍ଭ କରିଛି।  କୁହାଯାଉଛି ମାର୍ଚ୍ଚ ୧୫ ତାରିଖରେ ଏହାର ଟ୍ରେଲର ରିଲିଜ୍ ହେବ। କିନ୍ତୁ ନିର୍ଦ୍ଦେଶକ ରାଜାମୌଲୀ ଏ ନେଇ କିଛି ସୂଚନା ଦେଇନାହାନ୍ତି।

‘ବାହୁବଲୀ ୨’ର ବଜେଟ୍ ୨୪୩ କୋଟି ବୋଲି କୁହାଯାଉଛି। ରିଲିଜ୍ ପୂର୍ବରୁ ‘ବାହୁବଲୀ ୨’ ୫୦୦ କୋଟି ଆୟ କରି ସାରିଛି। ଟ୍ରେଡ୍ ପଣ୍ଡିତଙ୍କ ଆଶା ଯେ ‘ବାହୁବଲୀ ୨’ ୧୦୦୦ କୋଟି ଆୟ କରିବାରେ ପ୍ରଥମ ଭାରତୀୟ ଫିଲ୍ମ ହେବ।

Related story