ରିଲିଜ ହେଲା ‘ବାହୁବଲୀ-୨’ର ନୂଆ ପୋଷ୍ଟର

ମୁମ୍ୱାଇ: ରିଲିଜ ହେଲା ‘ବାହୁବଲୀ-୨’ର ନୂଆ ପୋଷ୍ଟର। ଗଣତନ୍ତ୍ର ଦିବସ ଉପଲକ୍ଷେ ଦର୍ଶକଙ୍କୁ ବାହୁବଲୀର ଟିମ୍‌ ଏହି ନୂଆ ପୋଷ୍ଟର ଜାରି କରି ଉପହାର ଦେଇଛନ୍ତି। ନୂଆ ପୋଷ୍ଟର ସାମ୍ନାକୁ ଆସିବାର କିଛି ସମୟ ମଧ୍ୟରେ ଏହା ଟ୍ୱିଟରରେ ଟ୍ରେଣ୍ଡ କରିବାରେ ଲାଗିଛି। ଏହି ପୋଷ୍ଟରରେ ପ୍ରଭାସ ଓ ଅନୁଷ୍କା ତୀର ଧରିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଫିଲ୍ମର ଏକ ସୁନ୍ଦର ସିନ୍‌ ବୋଲି ରାଜାମୋଲି ଟ୍ୱିଟ୍‌ କରି କହିଛନ୍ତି।

bahubali

Rakesh Mallick
  • Published: Thursday, 26 January 2017
  • , Updated: 26 January 2017, 03:15 PM IST

ମୁମ୍ୱାଇ: ରିଲିଜ ହେଲା ‘ବାହୁବଲୀ-୨’ର ନୂଆ ପୋଷ୍ଟର। ଗଣତନ୍ତ୍ର ଦିବସ ଉପଲକ୍ଷେ ଦର୍ଶକଙ୍କୁ ବାହୁବଲୀର ଟିମ୍‌ ଏହି ନୂଆ ପୋଷ୍ଟର ଜାରି କରି ଉପହାର ଦେଇଛନ୍ତି।

ନୂଆ ପୋଷ୍ଟର ସାମ୍ନାକୁ ଆସିବାର କିଛି ସମୟ ମଧ୍ୟରେ ଏହା ଟ୍ୱିଟରରେ ଟ୍ରେଣ୍ଡ କରିବାରେ ଲାଗିଛି। ଏହି ପୋଷ୍ଟରରେ ପ୍ରଭାସ ଓ ଅନୁଷ୍କା ତୀର ଧରିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଫିଲ୍ମର ଏକ ସୁନ୍ଦର ସିନ୍‌ ବୋଲି ରାଜାମୋଲି ଟ୍ୱିଟ୍‌ କରି କହିଛନ୍ତି।

Related story