‘ବାହୁବଳି ୨’ ପରେ ଧୁମ୍ ମଚାଉଛି ‘ବାହୁବଳି: ଦ ଗେମ୍‌’

ମୁମ୍ବାଇ: ‘ବାହୁବଳି ୨’ ବକ୍ସ ଅଫିସରେ ସବୁ ରେକର୍ଡ ଭଙ୍ଗିବା ପରେ ଏହି ଫିଲ୍ମରୁ ପ୍ରେରିତ ହୋଇ ବନାଯାଇଛି ଏକ ଭିଡିଓ ଗେମ୍। ଏହାର ନାଁ ‘ବାହୁବଳି: ଦ ଗେମ୍‌’। ଏପ୍ରିଲ ୨୮ ତାରିଖରେ ‘ବାହୁବଳି ୨’ ରିଲିଜ୍ ହେବା ପରେ ‘ବାହୁବଳି: ଦ ଗେମ୍‌’କୁ ୧୦ ଲକ୍ଷରୁ ଅଧିକ ଥର ଡାଉନ୍‌ଲୋଡ୍‌ କରାଯାଇଛି। ବେଙ୍ଗାଲୁରୁସ୍ଥିତ ମୁନଫ୍ରାଙ୍ଗ୍ ଲାବ୍‌ ଏହି ଗେମଟିକୁ ‘ବାହୁବଳି’ର ଗ୍ରାଫିକ ଡିଜାଇନ୍‌ କଂପାନୀ ଆର୍କା ମିଡିୟା ୱାର୍କସ୍‌ ଓ ଗ୍ରାଫିକ ଇଣ୍ଡିୟାର ସାହାଯ୍ୟରେ […]

bahubalithegame

Rakesh Mallick
  • Published: Thursday, 11 May 2017
  • , Updated: 11 May 2017, 05:01 PM IST

ମୁମ୍ବାଇ: ‘ବାହୁବଳି ୨’ ବକ୍ସ ଅଫିସରେ ସବୁ ରେକର୍ଡ ଭଙ୍ଗିବା ପରେ ଏହି ଫିଲ୍ମରୁ ପ୍ରେରିତ ହୋଇ ବନାଯାଇଛି ଏକ ଭିଡିଓ ଗେମ୍। ଏହାର ନାଁ ‘ବାହୁବଳି: ଦ ଗେମ୍‌’। ଏପ୍ରିଲ ୨୮ ତାରିଖରେ ‘ବାହୁବଳି ୨’ ରିଲିଜ୍ ହେବା ପରେ ‘ବାହୁବଳି: ଦ ଗେମ୍‌’କୁ ୧୦ ଲକ୍ଷରୁ ଅଧିକ ଥର ଡାଉନ୍‌ଲୋଡ୍‌ କରାଯାଇଛି।

ବେଙ୍ଗାଲୁରୁସ୍ଥିତ ମୁନଫ୍ରାଙ୍ଗ୍ ଲାବ୍‌ ଏହି ଗେମଟିକୁ ‘ବାହୁବଳି’ର ଗ୍ରାଫିକ ଡିଜାଇନ୍‌ କଂପାନୀ ଆର୍କା ମିଡିୟା ୱାର୍କସ୍‌ ଓ ଗ୍ରାଫିକ ଇଣ୍ଡିୟାର ସାହାଯ୍ୟରେ ବନାଇଛି।

 

Related story