ବଜରଙ୍ଗୀ ଭାଇଜାନ୍‌ଙ୍କ କଣ୍ଠରେ ବଜରଙ୍ଗୀ

ମୁମ୍ବାଇ: ହନୁମାନ ଜୟନ୍ତୀ ଅବସରରେ ଆଜି ରିଲିଜ ହୋଇଛି ‘ହନୁମାନ ଦି ଦମଦାର’ର ପୋଷ୍ଟର। ଫିଲ୍ମରେ ବଜରଙ୍ଗୀ ଭାଇଜାନ ସଲମାନ ଖାନ୍‌ ହନୁମାନଙ୍କ ପାଇଁ ଭଏସ ଦେଇଛନ୍ତି।  ଏହି ଫିଲ୍ମକୁ ରୁଚି ନାରାୟଣ ଲେଖିଛନ୍ତି।  ରୁଚି ଏହା ପୂର୍ବରୁ ‘ହଜାରେ ଖ୍ୱାଇସେ’ କାହାଣୀ ଲେଖିସାରିଛନ୍ତି। ଏହା ସହ ସେ ଫିଲ୍ମ‘ଫଲ’ର ନିର୍ଦ୍ଦେଶନା ଦେଇଥିଲେ। ହନୁମାନଙ୍କ କାହାଣୀକୁ ନେଇ ଫିଲ୍ମଟି ତିଆରି ହୋଇଛି।  ଫିଲ୍ମର କାହାଣୀ ରାମଙ୍କ ସହ  ହନୁମାନଙ୍କ ଭେଟରୁ ଆରମ୍ଭ ହୋଇଛି। ଫିଲ୍ମଟି ମେ’ ୯ରେ […]

hanuman

Rakesh Mallick
  • Published: Tuesday, 11 April 2017
  • , Updated: 11 April 2017, 01:06 PM IST

ମୁମ୍ବାଇ: ହନୁମାନ ଜୟନ୍ତୀ ଅବସରରେ ଆଜି ରିଲିଜ ହୋଇଛି ‘ହନୁମାନ ଦି ଦମଦାର’ର ପୋଷ୍ଟର। ଫିଲ୍ମରେ ବଜରଙ୍ଗୀ ଭାଇଜାନ ସଲମାନ ଖାନ୍‌ ହନୁମାନଙ୍କ ପାଇଁ ଭଏସ ଦେଇଛନ୍ତି।  ଏହି ଫିଲ୍ମକୁ ରୁଚି ନାରାୟଣ ଲେଖିଛନ୍ତି।  ରୁଚି ଏହା ପୂର୍ବରୁ ‘ହଜାରେ ଖ୍ୱାଇସେ’ କାହାଣୀ ଲେଖିସାରିଛନ୍ତି। ଏହା ସହ ସେ ଫିଲ୍ମ‘ଫଲ’ର ନିର୍ଦ୍ଦେଶନା ଦେଇଥିଲେ।

ହନୁମାନଙ୍କ କାହାଣୀକୁ ନେଇ ଫିଲ୍ମଟି ତିଆରି ହୋଇଛି।  ଫିଲ୍ମର କାହାଣୀ ରାମଙ୍କ ସହ  ହନୁମାନଙ୍କ ଭେଟରୁ ଆରମ୍ଭ ହୋଇଛି। ଫିଲ୍ମଟି ମେ’ ୯ରେ ରିଲିଜ୍‌ ହେବ।

Related story