ଅଡୁଆରେ ଶାହାରୁଖ, ବାରଣାସୀ ପୋଲିସ୍‌ ପଠାଇଲା ନୋଟିସ୍‌

ମୁମ୍ବାଇ: ପୁଣି ଅଡୁଆରେ ପଡ଼ିଛନ୍ତି କିଙ୍ଗ୍ ଖାନ୍‌ ଶାହାରୁଖ। ତାଙ୍କ ନାଁରେ ଜାରି ହୋଇଛି ଆଉ ଏକ ନୋଟିସ୍। ଏଥର ନୋଟିସ୍ ଜାରି କରିଛି ବାରଣାସୀ ପୋଲିସ୍‌।  ୫.୫୯ ଲକ୍ଷ ଟଙ୍କା ଦେବାକୁ ବାରଣାସୀ ପୋଲିସ୍ ତାଙ୍କୁ ନୋଟିସ୍‌ ଜାରି  କରାଯାଇଛି। ପୂରା ଘଟଣାଟି ହେଲା, ଫିଲ୍ମ ‘ଜବ୍ ହାରି ମେଟ୍‌ ସେଜଲ’ ଫିଲ୍ମର ପ୍ରମୋସନ ପାଇଁ   ଶାହାରୁଖ ଖାନ୍, ଅନୁଷ୍କା ଶର୍ମା ଓ ଇମ୍‌ତିଆଜ ଅଲ୍ଲୀ ବାରଣାସୀ ଯାଇଥିଲେ।  ଫିଲ୍ମ ପ୍ରମୋସନ କାର୍ଯ୍ୟକ୍ରମରେ ଭାଜପା ନେତା […]

ShahrukhKhan

ShahrukhKhan

Rakesh Mallick
  • Published: Saturday, 05 August 2017
  • Updated: 05 August 2017, 02:35 PM IST

Sports

Latest News

ମୁମ୍ବାଇ: ପୁଣି ଅଡୁଆରେ ପଡ଼ିଛନ୍ତି କିଙ୍ଗ୍ ଖାନ୍‌ ଶାହାରୁଖ। ତାଙ୍କ ନାଁରେ ଜାରି ହୋଇଛି ଆଉ ଏକ ନୋଟିସ୍। ଏଥର ନୋଟିସ୍ ଜାରି କରିଛି ବାରଣାସୀ ପୋଲିସ୍‌।  ୫.୫୯ ଲକ୍ଷ ଟଙ୍କା ଦେବାକୁ ବାରଣାସୀ ପୋଲିସ୍ ତାଙ୍କୁ ନୋଟିସ୍‌ ଜାରି  କରାଯାଇଛି।

ପୂରା ଘଟଣାଟି ହେଲା, ଫିଲ୍ମ ‘ଜବ୍ ହାରି ମେଟ୍‌ ସେଜଲ’ ଫିଲ୍ମର ପ୍ରମୋସନ ପାଇଁ   ଶାହାରୁଖ ଖାନ୍, ଅନୁଷ୍କା ଶର୍ମା ଓ ଇମ୍‌ତିଆଜ ଅଲ୍ଲୀ ବାରଣାସୀ ଯାଇଥିଲେ।  ଫିଲ୍ମ ପ୍ରମୋସନ କାର୍ଯ୍ୟକ୍ରମରେ ଭାଜପା ନେତା ମନୋଜ ତିୱାରୀ ମଧ୍ୟ ଉପସ୍ଥିତ ଥିଲେ। ଏଥିପାଇଁ  ପୋଲିସ୍‌ ପକ୍ଷରୁ  ସୁରକ୍ଷା ବ୍ୟବସ୍ଥାକୁ  କଡ଼ାକଡ଼ି କରାଯାଇଥିଲା। ଜଣେ ଏସ୍‌ପି ରାଙ୍କ ପୋଲିସ୍‌ ଅଧୀନରେ ୨୨୪ ଜଣ ଯବାନ ଏହି ସେଲିବ୍ରେଟିମାନଙ୍କ ସୁରକ୍ଷା ଦାୟିତ୍ୱ ବହନ କରିଥିଲେ। କିଛି ଯବାନଙ୍କୁ କାର୍ଯ୍ୟକ୍ରମ ସ୍ଥଳରେ ମୁତୟନ କରାଯାଇଥିବା ବେଳେ  କିଛି ଯବାନଙ୍କୁ ବିମାନବନ୍ଦର ଓ ଅନ୍ୟ ସ୍ଥାନରେ ମୁତୟନ କରାଯାଇଥିଲା। ଏଥିପାଇଁ  ୬ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା।

ଏସ୍‌ଏସ୍‌ପି  ଆର.କେ ଭରଦ୍ୱାଜ କହିଛନ୍ତି କାର୍ଯ୍ୟକ୍ରମ ପୂର୍ବରୁ ମାତ୍ର ୫୧,୧୩୨ ଟଙ୍କା ଜମା କରାଯାଇଥିଲା।  କିନ୍ତୁ ଖର୍ଚ୍ଚ ହୋଇଛି ୬.୧୧ ଲକ୍ଷ ଟଙ୍କା। ବାକି ଅର୍ଥ ୫.୫୯ ଲକ୍ଷ  କିଙ୍ଗ୍‌ ଖାନ୍‌ ଦିଅନ୍ତୁ ବୋଲି ତାଙ୍କ ପାଖକୁ ନୋଟିସ୍‌ ପଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story