ଜୁଡୱା-୨ରେ ବରୁନ୍‌ଙ୍କ ସହ ନଜର ଆସିବେ ଜାକ୍‌ଲିନ୍‌ ଓ ତାପସୀ

ମୁମ୍ବାଇ: ଖୁବ୍‌ ଶୀଘ୍ର ବଡ଼ପରଦାରେ ଆସିବାକୁ ଯାଉଛି ଜୁଡୱାର ସିକ୍ୱେଲ ‘ଜୁଡୱା-୨’। ନିର୍ଦ୍ଦେଶକ ଡେଭିଡ୍‌ ଧବନଙ୍କ ଜୁଡୱା-୨’ରେ ଏଥର ସଲମାନ ନୁହେଁ ବରୁନ ଧାବନ ହିରୋ ଭୂମିକାରେ ନଜର ଆସିବେ। ବରୁନଙ୍କ ବିପକ୍ଷରେ ନଜର ଆସିବେ ଦୁଇ ଦୁଇଟି ହିରୋଇନ। ଧବନ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ ଓ ତାପସୀ ପାନୁ ଏହି ଦୁଇଜଣଙ୍କ ସହ ରୋମାନ୍ସ କରିବାରେ ନଜର ଆସିବେ। ଫିଲ୍ମକୁ ନେଇ ଏହି ଖବର ନିଜେ ବରୁନ ଟ୍ୱିଟ୍‌ ମାଧ୍ୟମରେ ଜଣାଇଛନ୍ତି।

varun-dhawan

Rakesh Mallick
  • Published: Monday, 21 November 2016
  • , Updated: 21 November 2016, 05:25 PM IST

Related story