ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରୁ ଦୋଷମୁକ୍ତ ହେଲେ ସଲମାନ

ମୁମ୍ବାଇ: ବେଆଇନ୍‌ ଅସ୍ତ୍ର ରଖିବା ମାମଲାରୁ ଅଭିନେତା ସଲମାନ୍‌ ଖାନ୍‌ ଆଜି ଦୋଷମୁକ୍ତ ହୋଇଛନ୍ତି। ଯୋଧପୁର ସିଜେଏମ୍‌ କୋର୍ଟ ମାମଲାର ଶୁଣାଣି କରି ତାଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୦୮ ମସିହାରେ ସଲମାନଙ୍କ ବିରୋଧରେ ଏହି ଅଭିଯୋଗ ହୋଇଥିଲା। ଯୋଧପୁର କନକନି ଗାଁରେ ସୁଟିଂ ସମୟରେ ସଲମାନ ବିରଳ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସଲମାନଙ୍କ ବିରୋଧରେ ମୃଗ ହତ୍ୟା ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ନେଇ ମାମଲା ରୁଜୁ ହୋଇଥିଲା।

salman

Rakesh Mallick
  • Published: Wednesday, 18 January 2017
  • , Updated: 18 January 2017, 04:44 PM IST

ମୁମ୍ବାଇ: ବେଆଇନ୍‌ ଅସ୍ତ୍ର ରଖିବା ମାମଲାରୁ ଅଭିନେତା ସଲମାନ୍‌ ଖାନ୍‌ ଆଜି ଦୋଷମୁକ୍ତ ହୋଇଛନ୍ତି। ଯୋଧପୁର ସିଜେଏମ୍‌ କୋର୍ଟ ମାମଲାର ଶୁଣାଣି କରି ତାଙ୍କୁ ଦୋଷମୁକ୍ତ କରିଛନ୍ତି।

୨୦୦୮ ମସିହାରେ ସଲମାନଙ୍କ ବିରୋଧରେ ଏହି ଅଭିଯୋଗ ହୋଇଥିଲା। ଯୋଧପୁର କନକନି ଗାଁରେ ସୁଟିଂ ସମୟରେ ସଲମାନ ବିରଳ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସଲମାନଙ୍କ ବିରୋଧରେ ମୃଗ ହତ୍ୟା ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ନେଇ ମାମଲା ରୁଜୁ ହୋଇଥିଲା।

Related story