‘ବିଙ୍ଗ୍‌ ହ୍ୟୁମାନ ଇ ସାଇକେଲ୍‌’ ମାର୍କେଟରେ ଲଞ୍ଚ କରିବେ ସଲମାନ୍‌

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ଖାନ୍‌ ‘ବିଙ୍ଗ୍‌ ହ୍ୟୁମାନ ଇ ସାଇକେଲ୍‌’ ମାର୍କେଟରେ ଲଞ୍ଚ କରିବାକୁ ଯାଉଛନ୍ତି। ରିପୋର୍ଟ ମୁତାବକ, ବିଙ୍ଗ୍‌ ହ୍ୟୁମାନ ଇ ବାଇ ସାଇକେଲ୍’ ଲଞ୍ଚ କରିବା ସଲମାନଙ୍କ ନିଜ ଆଇଡିଆ ଥିଲା। ଏଥିରେ ପୁରା ଟିମ୍‌ ତାଙ୍କ ସାଥିରେ କାମ କରିଛନ୍ତି। ଏହି ସାଇକେଲକୁ ମାର୍କେଟରେ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଲଞ୍ଚ କରିବା ପୂର୍ବରୁ ଏହି ସାଇକେଲକୁ ଏ ରନ୍‌ ମଧ୍ୟ କରାଯାଇଛି।

salman_

Rakesh Mallick
  • Published: Monday, 20 February 2017
  • , Updated: 20 February 2017, 03:18 PM IST

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ଖାନ୍‌ ‘ବିଙ୍ଗ୍‌ ହ୍ୟୁମାନ ଇ ସାଇକେଲ୍‌’ ମାର୍କେଟରେ ଲଞ୍ଚ କରିବାକୁ ଯାଉଛନ୍ତି।

ରିପୋର୍ଟ ମୁତାବକ, ବିଙ୍ଗ୍‌ ହ୍ୟୁମାନ ଇ ବାଇ ସାଇକେଲ୍’ ଲଞ୍ଚ କରିବା ସଲମାନଙ୍କ ନିଜ ଆଇଡିଆ ଥିଲା। ଏଥିରେ ପୁରା ଟିମ୍‌ ତାଙ୍କ ସାଥିରେ କାମ କରିଛନ୍ତି। ଏହି ସାଇକେଲକୁ ମାର୍କେଟରେ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଲଞ୍ଚ କରିବା ପୂର୍ବରୁ ଏହି ସାଇକେଲକୁ ଏ ରନ୍‌ ମଧ୍ୟ କରାଯାଇଛି।

Related story