‘ଭାବୀ ଜୀ ଘର ପେ ହେଁ’ ଅଭିନେତ୍ରୀ ଅନିତା ଭାବୀ କଲେ ବିବାହ

ମୁମ୍ବାଇ: ଟିଭି ଧାରାବାହିକ ‘ଭାବୀ ଜୀ ଘର ପେ ହେଁ’ର ଅନିତା ଭାବୀ ଭୂମିକାରେ ଥିବା ସୌମ୍ୟା ଟଣ୍ଡନ୍‌ ତାଙ୍କ ବୟଫ୍ରେଣ୍ଡ ସୌରଭ ଦେବେନ୍ଦ୍ର ସିଂଙ୍କ ସହ ବିବାହ କରିଛନ୍ତି।  ଫ୍ୟାନ ଏବଂ ମିଡିଆ କ୍ୟାମେରା ଠାରୁ ଲୁଚି ନିଜ ଲୋକଙ୍କ ଉପସ୍ଥିତିରେ ବାହା ହୋଇଛନ୍ତି। ଦୀର୍ଘ ୧୦ବର୍ଷ ଧରି ଉଭୟ ଡେଟ୍ କରୁଥିବା ଖବର ରହିଛି। ଏହି ଖବର ସେତବେଳେ ବାହାରକୁ ଆସିଲା ଯେତବେଳେ ଏକ ଦୈନିକ ଖବର କାଗଜ ସୌମ୍ୟାଙ୍କୁ ତାଙ୍କ ବାହାଘର ସଂପର୍କରେ […]

bhabi-ji-ghar-pe-hai

Rakesh Mallick
  • Published: Monday, 12 December 2016
  • , Updated: 12 December 2016, 06:24 PM IST

ମୁମ୍ବାଇ: ଟିଭି ଧାରାବାହିକ ‘ଭାବୀ ଜୀ ଘର ପେ ହେଁ’ର ଅନିତା ଭାବୀ ଭୂମିକାରେ ଥିବା ସୌମ୍ୟା ଟଣ୍ଡନ୍‌ ତାଙ୍କ ବୟଫ୍ରେଣ୍ଡ ସୌରଭ ଦେବେନ୍ଦ୍ର ସିଂଙ୍କ ସହ ବିବାହ କରିଛନ୍ତି।  ଫ୍ୟାନ ଏବଂ ମିଡିଆ କ୍ୟାମେରା ଠାରୁ ଲୁଚି ନିଜ ଲୋକଙ୍କ ଉପସ୍ଥିତିରେ ବାହା ହୋଇଛନ୍ତି। ଦୀର୍ଘ ୧୦ବର୍ଷ ଧରି ଉଭୟ ଡେଟ୍ କରୁଥିବା ଖବର ରହିଛି।

ଏହି ଖବର ସେତବେଳେ ବାହାରକୁ ଆସିଲା ଯେତବେଳେ ଏକ ଦୈନିକ ଖବର କାଗଜ ସୌମ୍ୟାଙ୍କୁ ତାଙ୍କ ବାହାଘର ସଂପର୍କରେ ପଚାରିଥିଲେ। ତେବେ ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଥିଲେ, ତାଙ୍କ ବ୍ୟକ୍ତିଗତ ଖବର ସେ କାହାକୁ ଜଣାଇବା ଠିକ୍‌ ମନେ କରୁ ନାହାନ୍ତି। ତାଙ୍କ ଜୀବନୀ ମିଡିଆ କିମ୍ବା ଦର୍ଶକଙ୍କ ପ୍ରଶ୍ନ ଉତ୍ତର ପାଇଁ ନୁହେଁ ବୋଲି ମଧ୍ୟ ସେ ଥିଲେ।

Related story