ଭାଗ ହେବ ଅମିତାଭଙ୍କ ସଂପତ୍ତି

ମୁମ୍ବାଇ: “ମୋର ମୃତ୍ୟୁ ପରେ ମୋ ସମ୍ପତ୍ତି ପୁଅ ଅଭିଷେକ ଓ ଝିଅ ଶ୍ୱେତାଙ୍କ ମଧ୍ୟରେ ସମାନ ଭାଗରେ ବାଣ୍ଟି ଦିଆଯିବ।” ବଲିଉଡ୍‌ ବାଦଶାହା ଅମିତାଭ ବଚ୍ଚନଙ୍କ ନିଜର ଟ୍ୱିଟରରେ ଏହା ପୋଷ୍ଟ୍‌ କରିଛନ୍ତି। ପୁଅ ଝିଅ ସମସ୍ତେ ସମାନ। ଉଭୟଙ୍କର ସମାନ ଅଧିକାର ରହିଛି ବୋଲି ବିଗ୍‌ ବି ଟ୍ୱିଟ୍ କରିଛନ୍ତି। ଅମିତାଭ ସୋସିଆଲ ମିଡିଆରେ ଏଭଳି ପୋଷ୍ଟ୍‌ କରି ସମାଜକୁ ଭଲ ସନ୍ଦେଶ ଦେଇଛନ୍ତି।  

amitav

Rakesh Mallick
  • Published: Thursday, 02 March 2017
  • , Updated: 02 March 2017, 02:31 PM IST

ମୁମ୍ବାଇ: “ମୋର ମୃତ୍ୟୁ ପରେ ମୋ ସମ୍ପତ୍ତି ପୁଅ ଅଭିଷେକ ଓ ଝିଅ ଶ୍ୱେତାଙ୍କ ମଧ୍ୟରେ ସମାନ ଭାଗରେ ବାଣ୍ଟି ଦିଆଯିବ।” ବଲିଉଡ୍‌ ବାଦଶାହା ଅମିତାଭ ବଚ୍ଚନଙ୍କ ନିଜର ଟ୍ୱିଟରରେ ଏହା ପୋଷ୍ଟ୍‌ କରିଛନ୍ତି।

ପୁଅ ଝିଅ ସମସ୍ତେ ସମାନ। ଉଭୟଙ୍କର ସମାନ ଅଧିକାର ରହିଛି ବୋଲି ବିଗ୍‌ ବି ଟ୍ୱିଟ୍ କରିଛନ୍ତି।

ଅମିତାଭ ସୋସିଆଲ ମିଡିଆରେ ଏଭଳି ପୋଷ୍ଟ୍‌ କରି ସମାଜକୁ ଭଲ ସନ୍ଦେଶ ଦେଇଛନ୍ତି।

 

Related story